Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀର ଲାଲ କିଲ୍ଲାରେ ଆଲୋକ ଏବଂ ଶବ୍ଦ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲ କିଲ୍ଲାରେ ଆଲୋକ ଏବଂ ଶବ୍ଦ ପ୍ରଦର୍ଶନର ଝଲକ ସେୟାର କରିଛନ୍ତି ।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି;

“ଲାଲ କିଲ୍ଲା ପରିଦର୍ଶନ କରିବାର ଏକ ଅତିରିକ୍ତ କାରଣ! ଆମର ଇତିହାସ ଏବଂ ଐତିହ୍ୟକୁ ସ୍ମରଣ କରିବା ପାଇଁ ଏକ ସୂଚନାଯୋଗ୍ୟ ଏବଂ ଆଧୁନିକ ଉପାୟ ।”

HS