Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀରେ ଜାନୁଆରୀ ୫ ତାରିଖରେ ୧୨ ହଜାର ୨୦୦ କୋଟିର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀରେ ଜାନୁଆରୀ ତାରିଖରେ ୧୨ ହଜାର ୨୦୦ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ପୂର୍ବାହ୍ନ ୧୧ଟା ୧୫ ମିନିଟ ବେଳକୁ ନମୋ ଭାରତ ଟ୍ରେନରେ ପ୍ରଧାନମନ୍ତ୍ରୀ ମୋଦୀ ସାହିବାବାଦ ଆରଆରଟିଏସ ଷ୍ଟେସନଠାରୁ ନ୍ୟୁ ଅଶୋକନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ ପ୍ରାୟ ହଜାର ଶହ କୋଟି ଟଙ୍କାର ୧୩ କିଲୋମିଟର ବ୍ୟାପୀ ଦିଲ୍ଲୀଗାଜିଆବାଦମିରଟ ନମୋ ଭାରତ କରିଡରକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ

ଏହି ଉଦଘାଟନ ପରେ ଦିଲ୍ଲୀ ଭଳି ସହରକୁ ନମୋ ଭାରତ ଟ୍ରେନର ସଂଯୋଗୀକରଣ କରାହେବ ଦିଲ୍ଲୀ ମିରଟ ଭିତରେ ଦୂରତା କମିବା ସହ ଯାତ୍ରୀମାନେ ନିରାପଦରେ ଖୁବ କମ ସମୟ ଭିତରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି

ଦିଲ୍ଲୀ ମେଟ୍ରୋ ଫେଜ ଅଧୀନରେ . କିଲୋମିଟର ବ୍ୟାପୀ ଏକ ହଜାର ଦୁଇ ଶହ କୋଟି ଟଙ୍କାର ଜନକପୁରୀ କ୍ରିଷ୍ଣା ପାର୍କ କରିଡରକୁ ବି ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଏହା ଦିଲ୍ଲୀ ମେଟ୍ରୋ ଫେଜ୪ର ପ୍ରଥମ ପରିବର୍ଦ୍ଧିତ ସଂସ୍କରଣ ବୋଲି କୁହାଯାଏ ଏହା ଦ୍ୱାରା ପଶ୍ଚିମ ଦିଲ୍ଲୀ, କ୍ରିଷ୍ଣା ପାର୍କ, ବିକାଶପୁରୀ, ଜନକପୁରୀ ଅଂଚଳରେ ବସବାସ କରୁଥିବା ଲୋକେ ଉପକୃତ ହେବେ

ଦିଲ୍ଲୀ ମେଟ୍ରୋ ଫେଜ୪ର ହଜାର ୨୩୦ କୋଟି ଟଙ୍କାର ୨୬. କିଲୋମିଟର ବ୍ୟାପୀ ରୈଥଲାକୁଣ୍ଡଲୀ ସେକ୍ସନର ବି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ଦିଲ୍ଲୀର ରୈଥାଲା ସହ ହରିୟାଣାର ନାଥୁପୁର (କୁଣ୍ଡଲୀ) ଭିତରେ ଏହି କରିଡର ଦୂରତା କମାଇବ ଏହାଦ୍ୱାରା ରୋହିଣୀ, ବବାନା, ନରେଲା, କୁଣ୍ଡଲୀ ଅଂଚଳର ଲୋକେ ଉପକୃତ ହେବା ସହ ବିଭିନ୍ନ ଆବାସିକ, ବ୍ୟାବସାୟିକ ଶିଳ୍ପ ଜୋନକୁ ଏହା ସଂଯ୍ଧେଜ୍ଞ କରିବ ରେଡ ଲାଇନର ସମ୍ପ୍ରସାରଣ ହେବା ଫଳରେ ଦିଲ୍ଲୀ, ହରିୟାଣା ଉତରପ୍ରଦେଶ ପରି ବିଭିନ୍ନ ଅଂଚଳକୁ ଯୋଗାଯୋଗ ସୁଗମ ହୋଇପାରିବ

ନୂଆଦିଲ୍ଲୀର ରୋହିଣୀରେ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏଆରଆଇ) ଭିତିପ୍ରସ୍ତର ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାପନ କରିବେ ୧୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯିବ ଏହି କ୍ୟାମ୍ପସରେ ଔଷଧ ହେଲଥ କେୟାରର ଭିତିଭୂମି ରହିବ ଉଭୟ ରୋଗୀ ଗବେଷକମାନଙ୍କ ପାଇଁ ନୂଆ ଭିତିଭୂମିରେ ପ୍ରଶାସନିକ ବ୍ଲକ, ଓପିଡି ବ୍ଲକ, ଆଇପିଡି ବ୍ଲକ ଟ୍ରିଟମେଂଟ ବ୍ଲକ ରହିବ

PBD