Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୁମାଲିଗଡ ତୈଳ ବିଶୋଧନାଗାର ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ବିଶାଳ ଓ ଓଜନିଆ କାର୍ଗୋ ପାଇଁ ସନ୍ତୋଷ ବ୍ୟକ୍ତ କଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନୁମାଲିଗଡ ତୈଳ ବିଶୋଧନାଗାର ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ବିଶାଳ ଓ ଓଜନିଆ କାର୍ଗୋ ଭାରତ-ବାଂଲାଦେଶ ପ୍ରୋଟୋକଲ ମାର୍ଗ ଦେଇ ପାଣ୍ଡୁ ମଲ୍ଟିମୋଡାଲ ବନ୍ଦରରେ ପହଞ୍ଚିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପ୍ରଶଂସନୀୟ କାର୍ଯ୍ୟ ।

SR