Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନାନକଶାହୀ ସମ୍ମତ ୫୫୫ ଆରମ୍ଭ ଅବସରରେ ଶିଖ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନାନକଶାହୀ ସମ୍ମତ ୫୫୫ ଆରମ୍ଭ ଅବସରରେ ସାରା ବିଶ୍ୱରେ ବସବାସ କରୁଥିବା ଶିଖ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ।   

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ନାନକଶାହୀ ସମ୍ମତ ୫୫୫ ଆରମ୍ଭ ଅବସରରେ ସାରା ବିଶ୍ୱରେ ବସବାସ କରୁଥିବା ଶିଖ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଉଛି । ଆଗାମୀ ବର୍ଷ ସୁଖ, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ ଭରପୂର ହେଉ ।

 

SR