Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନବରାତ୍ରୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ନବରାତ୍ରୀ ଆରମ୍ଭ ହୋଇଥିବାରୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

‘ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପ୍ରଣାମ । ତାଙ୍କ ଆଶୀର୍ବାଦରେ ସମଗ୍ର ବିଶ୍ୱ ସୁସ୍ଥ, ନିରାପଦ ଏବଂ ସମୃଦ୍ଧ ରହୁ । ଗରିବ ଏବଂ ଅନୁନ୍ନତଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବାରେ ତାଙ୍କ ଆଶୀର୍ବାଦ ଆମକୁ ଦୃଢ଼ମନା କରୁ’, ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********