Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନବରାତ୍ରି ଅବସରରେ ମା’ ଦୁର୍ଗାଙ୍କର ନଅଟି ଦିବ୍ୟ ରୂପର ପୂଜା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ମା ଦୁର୍ଗାଙ୍କର ନଅଟି ଦିବ୍ୟ ରୂପର ପୂଜା ଉପରେ ଆଲୋକପାତ କରିବା ସହ ଏକ ଭଜନ ମଧ୍ୟ ଶେୟାର କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

ନବରାତ୍ରିରେ ମା ଦୁର୍ଗାଙ୍କ ନଅଟି ସ୍ୱରୂପର ଉପାସନା ତାଙ୍କର ସାଧକଙ୍କୁ ଭକ୍ତି ଭାବରେ ଭରି ଦେଇଥାଏ ଦେବୀ ମାଙ୍କ ସ୍ତୁତି ଉଦ୍ଦେଶ୍ୟରେ ସମର୍ପିତ ଏହି ଭଜନ ମନ୍ତ୍ରମୁଗ୍ଧ କରିଦେବ

 

SR