Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନବରାତ୍ରିରେ ମା’ ଦୁର୍ଗାଙ୍କ ପୂଜା ଦ୍ୱାରା ଭକ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ସଂକଳ୍ପ ସଞ୍ଚାର ହୋଇଥାଏ : ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରିରେ ମା’ ଦୁର୍ଗାଙ୍କ ପୂଜା ଦ୍ୱାରା ଭକ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ସଂକଳ୍ପ ସଞ୍ଚାର ହୋଇଥାଏ ବୋଲି କହିଛନ୍ତି । ଏହି ଅବସରରେ ସେ, ଶ୍ରୀମତୀ ଅନୁରାଧା ପଡୱାଲ୍‌ଙ୍କର ଏକ ଭଜନ ମଧ୍ୟ ଶେୟାର କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ମା’ ଦୁର୍ଗାଙ୍କ ଆଶୀର୍ବାଦ ଭକ୍ତମାନଙ୍କ ଜୀବନରେ ନୂତନ ଶକ୍ତି ଏବଂ ସଂକଳ୍ପ ଆଣିଥାଏ । ଅନୁରାଧା ପଡୱାଲ ଗାଇଥିବା ଦେବୀ ମା’ଙ୍କର ଏହି ଭଜନ ଆପଣଙ୍କ ମନରେ ଭକ୍ତି ଭାବ ଭରି ଦେବ ।”

 

SR