ନବରାତ୍ରିରେ ଦେବୀ ମା’ଙ୍କ ପୂଜା ଦ୍ୱାରା ମନକୁ ଅସୀମ ଶାନ୍ତି ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ଏଥିସହ ସେ ପଣ୍ଡିତ ଭୀମସେନ ଜୋଶୀଙ୍କର ଏକ ଭଜନ ମଧ୍ୟ ଶେୟାର କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ନବରାତ୍ରିରେ ଦେବୀ ମା’ଙ୍କର ଆରାଧନା ମନକୁ ଅସୀମ ଶାନ୍ତିରେ ଭରି ଦେଇଥାଏ । ମା’ଙ୍କ ଉଦ୍ଦେଶ୍ୟରେ ସମର୍ପିତ ପଣ୍ଡିତ ଭୀମସେନ ଜୋଶୀଙ୍କ ଏହି ଭାବପୂର୍ଣ୍ଣ ଭଜନ ମନକୁ ମନ୍ତ୍ରମୁଗ୍ଧ କରିଦେବ…”
SR
नवरात्रि पर देवी मां की आराधना मन को असीम शांति से भर देती है। माता को समर्पित पंडित भीमसेन जोशी जी का यह भावपूर्ण भजन मंत्रमुग्ध कर देने वाला है…https://t.co/bMydkzyjPp
— Narendra Modi (@narendramodi) April 1, 2025