Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶର ଶହେଟି ସ୍ଥାନରେ କିଷାନ ଡ୍ରୋନ କାର୍ଯ୍ୟ ଦେଖି ବେଶ ଆନନ୍ଦିତ କହିଲେ ପ୍ରଧାନମନ୍ତ୍ରୀ

ଦେଶର ଶହେଟି ସ୍ଥାନରେ କିଷାନ  ଡ୍ରୋନ କାର୍ଯ୍ୟ ଦେଖି ବେଶ ଆନନ୍ଦିତ କହିଲେ ପ୍ରଧାନମନ୍ତ୍ରୀ


ଏକ ଟ୍ୱିଟ୍ ଯୋଗେ କହିଛନ୍ତି ଯେ 

“ଦେଶର ଶହେଟି ସ୍ଥାନରେ କିଷାନ ଡ୍ରୋନ କାର୍ଯ୍ୟ ଦେଖି ବେଶ ଆନନ୍ଦିତ । ଏହା ଏକ ଦକ୍ଷ ଷ୍ଟାର୍ଟଅପ @garuda_india.ର ପ୍ରଶଂସନୀୟ ପଦକ୍ଷେପ ।

“ନବୀତତମ ବୈଷୟିକଜ୍ଞାନ ଆମର ଚାଷୀଙ୍କୁ ସଶକ୍ତ କରିବା ସହ କୃଷିକୁ ଅଧିକ ଲାଭଜନକ କରିବ ।”

 

****

 

SM/SLP