କୋଭିଡ-19 ମହାମାରୀର ସଂକ୍ରମଣର ପ୍ରସାର ଉପରେ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(ମଙ୍ଗଳବାର ଦିନ) ମଧ୍ୟ ରାତ୍ରରୁ ଆଗାମୀ 21 ଦିନ ପାଇଁ ସୂଂପର୍ଣ୍ଣ ତାଲା ବନ୍ଦ (ଲକ ଡାଉନ) ଘୋଷଣା କରିଥିଲେ ।
ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଟି.ଭି. କାର୍ଯ୍ୟକ୍ରମରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ଦେଶଗୁଡିକ ପାଖରେ ଉତ୍ତମ ମେଡିକାଲ ସୁବିଧା ରହିଛି, ସେମାନେ ମଧ୍ୟ ଏହି ଭୂତାଣୁକୁ ରୋକି ପାରିନାହାଁନ୍ତି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ସାମାଜିକ ଦୂରତା କେବଳ ଏକମାତ୍ର ଉପାୟ । ଆପଣମାନେ ଦେଖୁଛନ୍ତି ଯେ କେଉଁଭଳି ଭାବେ ବିଶ୍ୱର ସବୁଠାରୁ ସମର୍ଥ ଦେଶଗୁଡିକୁ ଏହି ମହାମାରୀ ଅସହାୟ କରି ପକାଇଛି । ଏହା ନୁହେଁ ଯେ ସେହିସବୁ ରାଷ୍ଟ୍ରମାନେ ଏହାକୁ ପ୍ରତିହତ କରିବା ନିମନ୍ତେ କରୁଥିବା ପ୍ରଚେଷ୍ଟାରେ କିଛି ଉଣା କରିଛନ୍ତି ଅବା ସେମାନଙ୍କ ନିକଟରେ ଏଥିପାଇଁ ସାଧନ ନାହିଁ । କରୋନା ଭୂତାଣୁ ଏତେ ଶୀଘ୍ର ଏହାର କାୟା ବିସ୍ତାର କରୁଛି ଯେ ସମସ୍ତ ପ୍ରସ୍ତୁତି ଏବଂ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଏହିସବୁ ଦେଶଗୁଡିକରେ ସଙ୍କଟର ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡିଛି । ଏହିସବୁ ଦେଶଗୁଡିକରେ ଦୁଇ ମାସର ତର୍ଜମାରୁ ଏବଂ ବିଶେଷଜ୍ଞମାନଙ୍କ ମତ ଅନୁସାରେ ଏହା ପ୍ରମାଣିତ ହୋଇଛି ଯେ କରୋନା ଭୂତାଣୁର ପ୍ରଭାବୀ ମୁକାବିଲା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା ବୋଲି ସେ କହିଥିଲେ ।
ଖାମଖିଆଲି ମନୋଭାବ ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ ସତର୍କ କରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଲୋକମାନଙ୍କର ଖାମଖିଆଲି ମନୋଭାବ, କିଛି ଲୋକମାନଙ୍କର ଭ୍ରମ ଧାରଣା ଆପଣଙ୍କୁ, ଆପଣଙ୍କ ପିଲାମାନଙ୍କୁ, ଆପଣଙ୍କ ମାତା-ପିତାଙ୍କୁ, ଆପଣଙ୍କ ପରିବାରକୁ, ଆପଣଙ୍କ ବନ୍ଧୁମାନଙ୍କୁ ଏବଂ ଆଗାମୀ ଦିନରେ ସଂପୂର୍ଣ୍ଣ ଦେଶକୁ ବହୁତ ବଡ ସଙ୍କଟାପୂର୍ଣ୍ଣ ସ୍ଥିତିରେ ପକାଇଦେବ । ଯଦି ଏଭଳି ଖାମଖିଆଲି ମନୋଭାବ ଜାରୀ ରହେ ତେବେ ଭାରତକୁ ଏଥିପାଇଁ କେତେ ବଡ କ୍ଷତି ସହିବାକୁ ପଡିବ ତାହାର ଆକଳନ କରିବା ଅସମ୍ଭବ ।
ଦେଶର ଅନେକ ଅଂଚଳରେ ବିଗତ କିଛି ଦିନରେ କରାଯାଇଥିବା ଲକଡାଉନକୁ ଗମ୍ଭୀରତାର ସହ ଗ୍ରହଣ କରିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।
ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଜି (ମଙ୍ଗଳବାର ଦିନ) ମଧ୍ୟରାତ୍ରରୁ ଦେଶ ସମ୍ପୁର୍ଣ୍ଣ ଲକଡାଉନ ହୋଇଯିବ, ଲୋକମାନଙ୍କୁ 21 ଦିନ ପର୍ଯ୍ୟନ୍ତ ନିଜ ନିଜ ଘରୁ ବାହାରକୁ ଯିବା ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ ।
ସେ କହିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞମାନଙ୍କ ମତ ଏବଂ ଅନ୍ୟ ଦେଶଗୁଡିକର ଅନୁଭୂତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ 21 ଦିନର ଆବଶ୍ୟକତା ରହିଛି ।
ସେ କହିଥିଲେ ଯେ ଏହା ଜନତା କର୍ଫ୍ୟୁଠାରୁ କଠୋର ଏବଂ କିଛି ଅଧିକ ହେବ । ସେ କହିଥିଲେ ଯେ କରୋନା ମହାମାରୀ ଦ୍ୱାରା ଦେଶ ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ।
ମହାମାରୀର ଅର୍ଥନୈତିକ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଶ୍ଚିତ ରୂପେ ଦେଶକୁ ଏହି ଲକଡାଉନ କାରଣରୁ ଆର୍ଥିକ ମୂଲ୍ୟ ଦେବାକୁ ହେବ କିନ୍ତୁ ପ୍ରତ୍ୟେକ ଭାରତୀୟଙ୍କ ଜୀବନକୁ ବଂଚାଇବା ଆମର ସର୍ବୋତ୍ତମ ପ୍ରାଥମିକତା ରହିଛି । ସେଥିପାଇଁ ମୋର ଆପଣମାନଙ୍କ ପାଖରେ ଅନୁରୋଧ ଯେ ଆପଣମାନେ ଏହି ସମୟରେ ଦେଶର ଯେଉଁଠି ମଧ୍ୟ ଅଛନ୍ତି, ସେହିଠାରେ ହିଁ ରୁହନ୍ତୁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ତିନି ସପ୍ତାହ ମଧ୍ୟରେ ସ୍ଥିତି ଉପରେ ଆମେ ନିୟନ୍ତ୍ରଣ ନ ଆଣିପାରିଲୁ ତେବେ ଦେଶ 21 ବର୍ଷ ପୂର୍ବକୁ ଚାଲିଯିବ ଏବଂ ଅନେକ ପରିବାର ସବୁଦିନ ପାଇଁ ନଷ୍ଟ ହୋଇଯିବ । ଏଭଳି ସ୍ଥିତିରେ ଲୋକମାନଙ୍କଠାରୁ ଆଗାମୀ 21 ଦିନ ମଧ୍ୟରେ କେବଳ ଗୋଟିଏ କାମ କରିବାକୁ ଅନୁରୋଧ କରୁଛି-ସେମାନେ ନିଜ ନିଜ ଘରେ ରୁହନ୍ତୁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା କରିବା ପାଇଁ ଆଶାର କିରଣ ସେହି ଦେଶମାନଙ୍କ ଅନୁଭୂତି ମଧ୍ୟରୁ ମିଳିଛି ଯେଉଁମାନେ କିଛି ମାତ୍ରାରେ କରୋନାକୁ ନିୟନ୍ତ୍ରଣ କରିପାରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବର୍ତ୍ତମାନ ଏଭଳି ସ୍ଥିତିରେ ରହିଛି ଯେଉଁଠି ଆମର ବର୍ତ୍ତମାନ ଗୋଟିଏ ପଦକ୍ଷେପ ନିଶ୍ଚିତ କରିବ ଯେ ଆମେ ଏହି ବିପତ୍ତିକୁ କେତେ ମାତ୍ରାରେ କମାଇ ପାରୁଛୁ । ଏହି ସମୟ ଲଗାତାର ଆମ ସଂକଳ୍ପକୁ ମଜବୁତ କରିବାର ସମୟ । ଏହି ସମୟରେ ପ୍ରତ୍ୟେକ ପଦକ୍ଷେପ ସାବଧାନତାର ସହ ନେବାର ସମୟ । ଆପଣଙ୍କୁ ଏହା ସ୍ମରଣ ରଖିବାକୁ ହେବ ଯେ ଜୀବନ ଥିଲେ ସବୁକିଛି । ଏହି ସମୟ ଧୈର୍ଯ୍ୟ ଏବଂ ଅନୁଶାସନର । ଯେତେବେଳେ ଲକଡାଉନ ସ୍ଥିତି ଥିବ ସେତେବେଳେ ଆମେ ସଂକଳ୍ପବଦ୍ଧ ହୋଇ ନିଜର ପ୍ରତିଶୃତି ରକ୍ଷା କରିବାର ଆବଶ୍ୟକତା ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଦେଶସାରା ଏହା ସୁନିଶ୍ଚିତ କରୁଛନ୍ତି ଯେ ଜନସାଧାଣମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଯେପରି ଅତ୍ୟଧିକ ଅସୁବିଧା ନ ହେଉ । ସେ କହିଥିଲେ ଯେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି । ସେ ଆହୁରୀ ମଧ୍ୟ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କ ବ୍ୟତୀତ ସିଭିଲ ସୋସାଇଟିର ଜନସାଧାରଣ ଏବଂ ପ୍ରତିଷ୍ଠାନଗୁଡିକ ମଧ୍ୟ ଏହି ସଙ୍କଟ ସମୟରେ ଗରିବଙ୍କ ସମସ୍ୟାକୁ କମ କରିବା କ୍ଷେତ୍ରରେ ଲଗାତାର ପ୍ରଚେଷ୍ଟା କରୁଛନ୍ତି ।
ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ କରୋନା ପିଡୀତ ରୋଗୀମାନଙ୍କର ଚିକିତ୍ସା ଏବଂ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ସରକାର 15 ହଜାର କୋଟି ଟଙ୍କା (15,000,00,00,000 ) ର ବ୍ୟବସ୍ଥା କରିଛନ୍ତି ।
ସେ ଜନସାଧାରଣଙ୍କୁ ଏଭଳି ସ୍ଥିତିରେ କୌଣସି ପ୍ରକାର ଅପପ୍ରଚାର ଏବଂ ଅନ୍ଧବିଶ୍ୱାସରୁ ସତର୍କ ରହିବା ପାଇଁ ଆହ୍ୱାନ କରିଥିଲେ । ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ ଯଦି ସଂକ୍ରମଣର ଲକ୍ଷଣ ପରିଲକ୍ଷିତ ହୁଏ ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ । ସେ କହିଥିଲେ ଯେ ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ମୋର ବିଶ୍ୱାସ ଯେ ପ୍ରତ୍ୟେକ ଭାରତୀୟ, ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବେ ।
ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କର ପ୍ରଶଂସା କରିଥିଲେ, ଯେଉଁମାନେ ସଙ୍କଟ ସମୟରେ ସାଙ୍ଗରେ ଥିଲେ ଏବଂ ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ସଂପୂର୍ଣ୍ଣ ଦାୟିତ୍ୱର ସହ ଏବଂ ସମ୍ବେଦନଶୀଳତାର ସହ ଯୋଗଦାନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ କର୍ଫ୍ୟୁ ଜରିଆରେ ଭାରତ ଦେଖାଇଥିଲା ଯେ ଯେତେବେଳେ ଦେଶ ଉପରେ ସଙ୍କଟ ଆସିଥାଏ, ଯେତେବେଳେ ମାନବତା ଉପରେ ସଙ୍କଟ ଆସିଥାଏ ସେତେବେଳେ କେଉଁଭଳି ଭାବେ ପ୍ରତ୍ୟେକ ଭାରତୀୟ ମିଳିମିଶି ତାହାର ମୁକାବିଲା କରିଥାନ୍ତି ।
ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ 21 ଦିନ ଏକ ଲମ୍ବା ସମୟ କିନ୍ତୁ ଆପଣଙ୍କ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ । ସେ ଭରସା ଦେଇଥିଲେ ଯେ ପ୍ରତ୍ୟେକ ଭାରତୀୟ କେବଳ ଏହି ସଙ୍କଟ ସମୟରେ ଯୁଦ୍ଧ କରିବା ସହିତ ଏଥିରେ ବିଜୟ ଲାଭ ମଧ୍ୟ କରିବେ ।
**********
22 मार्च को
— PMO India (@PMOIndia) March 24, 2020
जनता कर्फ्यू का जो संकल्प हमने लिया था,
एक राष्ट्र के नाते उसकी सिद्धि के लिए हर भारतवासी ने पूरी संवेदनशीलता के साथ,
पूरी जिम्मेदारी के साथ अपना योगदान दिया: PM @narendramodi #IndiaFightsCorona
बच्चे-बुजुर्ग,
— PMO India (@PMOIndia) March 24, 2020
छोटे-बड़े,
गरीब-मध्यम वर्ग-उच्च वर्ग,
हर कोई परीक्षा की इस घड़ी में साथ आया: PM @narendramodi #IndiaFightsCorona
एक दिन के जनता कर्फ़्यू से भारत ने दिखा दिया कि जब देश पर संकट आता है,
— PMO India (@PMOIndia) March 24, 2020
जब मानवता पर संकट आता है तो किस प्रकार से हम सभी भारतीय मिलकर,
एकजुट होकर उसका मुकाबला करते हैं: PM @narendramodi #IndiaFightsCorona
साथियों,
— PMO India (@PMOIndia) March 24, 2020
आप कोरोना वैश्विक महामारी पर पूरी दुनिया की स्थिति को समाचारों के माध्यम से सुन भी रहे हैं और देख भी रहे हैं।
आप ये भी देख रहे हैं कि दुनिया के समर्थ से समर्थ देशों को भी कैसे इस महामारी ने बिल्कुल बेबस कर दिया है: PM @narendramodi #IndiaFightsCorona
इन सभी देशों के दो महीनों के अध्ययन से जो निष्कर्ष निकल रहा है, और एक्सपर्ट्स भी यही कह रहे हैं कि कोरोना से प्रभावी मुकाबले के लिए एकमात्र विकल्प है-
— PMO India (@PMOIndia) March 24, 2020
Social Distancing: PM @narendramodi #IndiaFightsCorona
कोरोना से बचने का इसके अलावा कोई तरीका नहीं है,
— PMO India (@PMOIndia) March 24, 2020
कोई रास्ता नहीं है।
कोरोना को फैलने से रोकना है,
तो इसके संक्रमण की सायकिल को तोड़ना ही होगा: PM @narendramodi #IndiaFightsCorona
कुछ लोग इस गलतफहमी में हैं कि social distancing केवल बीमार लोगों के लिए आवश्यक है।
— PMO India (@PMOIndia) March 24, 2020
ये सोचना सही नहीं।
social distancing हर नागरिक के लिए है, हर परिवार के लिए है, परिवार के हर सदस्य के लिए है: PM @narendramodi #IndiaFightsCorona
कुछ लोगों की लापरवाही, कुछ लोगों की गलत सोच, आपको,
— PMO India (@PMOIndia) March 24, 2020
आपके बच्चों को,
आपके माता पिता को,
आपके परिवार को,
आपके दोस्तों को,
पूरे देश को बहुत बड़ी मुश्किल में झोंक देगी: PM @narendramodi #IndiaFightsCorona
साथियों,
— PMO India (@PMOIndia) March 24, 2020
पिछले 2 दिनों से देश के अनेक भागों में लॉकडाउन कर दिया गया है।
राज्य सरकार के इन प्रयासों को बहुत गंभीरता से लेना चाहिए: PM @narendramodi #IndiaFightsCorona
आज रात 12 बजे से पूरे देश में, ध्यान से सुनिएगा,
— PMO India (@PMOIndia) March 24, 2020
पूरे देश में,
आज रात 12 बजे से पूरे देश में, संपूर्ण Lockdown होने जा रहा है: PM @narendramodi #IndiaFightsCorona
हिंदुस्तान को बचाने के लिए, हिंदुस्तान के हर नागरिक को बचाने के लिए आज रात 12 बजे से, घरों से बाहर निकलने पर, पूरी तरह पाबंदी लगाई जा रही है: PM @narendramodi #IndiaFightsCorona
— PMO India (@PMOIndia) March 24, 2020
देश के हर राज्य को,
— PMO India (@PMOIndia) March 24, 2020
हर केंद्र शासित प्रदेश को,
हर जिले,
हर गांव,
हर कस्बे,
हर गली-मोहल्ले को अब लॉकडाउन किया जा रहा है: PM @narendramodi #IndiaFightsCorona
निश्चित तौर पर इस लॉकडाउन की एक आर्थिक कीमत देश को उठानी पड़ेगी।
— PMO India (@PMOIndia) March 24, 2020
लेकिन एक-एक भारतीय के जीवन को बचाना इस समय मेरी,
भारत सरकार की,
देश की हर राज्य सरकार की, हर स्थानीय निकाय की,
सबसे बड़ी प्राथमिकता है: PM @narendramodi #IndiaFightsCorona
इसलिए
— PMO India (@PMOIndia) March 24, 2020
मेरी आपसे प्रार्थना है कि आप इस समय देश में जहां भी हैं,
वहीं रहें।
अभी के हालात को देखते हुए,
देश में ये लॉकडाउन
21 दिन का होगा: PM @narendramodi #IndiaFightsCorona
आने वाले 21 दिन हमारे लिए बहुत महत्वपूर्ण हैं।
— PMO India (@PMOIndia) March 24, 2020
हेल्थ एक्सपर्ट्स की मानें तो, कोरोना वायरस की संक्रमण सायकिल तोड़ने के लिए कम से कम 21 दिन का समय बहुत अहम है: PM @narendramodi #IndiaFightsCorona
घर में रहें,
— PMO India (@PMOIndia) March 24, 2020
घर में रहें
और एक ही काम करें कि अपने घर में रहें।
साथियों,
आज के फैसले ने,
देशव्यापी लॉकडाउन ने आपके घर के दरवाजे पर एक लक्ष्मण रेखा खींच दी है: PM @narendramodi #IndiaFightsCorona
आपको ये याद रखना है कि कई बार कोरोना से संक्रमित व्यक्ति शुरुआत में बिल्कुल स्वस्थ लगता है,
— PMO India (@PMOIndia) March 24, 2020
वो संक्रमित है इसका पता ही नहीं चलता।
इसलिए ऐहतियात बरतिए,
अपने घरों में रहिए: PM @narendramodi #IndiaFightsCorona
सोचिए,
— PMO India (@PMOIndia) March 24, 2020
पहले एक लाख लोग संक्रमित होने में 67 दिन लगे और फिर इसे
2 लाख लोगों तक पहुंचने में सिर्फ
11 दिन लगे।
ये और भी भयावह है कि
दो लाख संक्रमित लोगों से तीन लाख लोगों तक ये बीमारी पहुंचने में सिर्फ चार दिन लगे: PM @narendramodi #IndiaFightsCorona
साथियों,
— PMO India (@PMOIndia) March 24, 2020
यही वजह है कि चीन,
अमेरिका,
फ्रांस,
जर्मनी,
स्पेन,
इटली-ईरान जैसे देशों में जब कोरोना वायरस ने फैलना शुरू किया, तो हालात बेकाबू हो गए: PM @narendramodi #IndiaFightsCorona
उपाय क्या है,
— PMO India (@PMOIndia) March 24, 2020
विकल्प क्या है?
साथियों,
कोरोना से निपटने के लिए उम्मीद की किरण,
उन देशों से मिले अनुभव हैं जो कोरोना को कुछ हद तक नियंत्रित कर पाए: PM @narendramodi #IndiaFightsCorona
हमें भी ये मानकर चलना चाहिए कि हमारे सामने यही एक मार्ग है-
— PMO India (@PMOIndia) March 24, 2020
हमें घर से बाहर नहीं निकलना है।
चाहे जो हो जाए,
घर में ही रहना है: PM @narendramodi #IndiaFightsCorona
भारत आज उस स्टेज पर है जहां हमारे आज के एक्शन तय करेंगे कि इस बड़ी आपदा के प्रभाव को हम कितना कम कर सकते हैं।
— PMO India (@PMOIndia) March 24, 2020
ये समय हमारे संकल्प को
बार-बार मजबूत करने का है: PM @narendramodi #IndiaFightsCorona
साथियों,
— PMO India (@PMOIndia) March 24, 2020
ये धैर्य और अनुशासन की घड़ी है।
जब तक देश में lockdown की स्थिति है,
हमें अपना संकल्प निभाना है,
अपना वचन निभाना है: PM @narendramodi #IndiaFightsCorona
उन डॉक्टर्स,
— PMO India (@PMOIndia) March 24, 2020
उन नर्सेस,
पैरा-मेडिकल स्टाफ, pathologists के बारे में सोचिए,
जो इस महामारी से एक-एक जीवन को बचाने के लिए,
दिन रात अस्पताल में काम कर रहे हैं: PM @narendramodi #IndiaFightsCorona
आप उन लोगों के लिए प्रार्थना करिए जो आपकी सोसायटी,
— PMO India (@PMOIndia) March 24, 2020
आपके मोहल्लों,
आपकी सड़कों,
सार्वजनिक स्थानों को sanitize करने के काम में जुटे हैं,
जिससे इस वायरस का नामो-निशान न रहे: PM @narendramodi #IndiaFightsCorona
कोरोना वैश्विक महामारी से बनी स्थितियों के बीच,
— PMO India (@PMOIndia) March 24, 2020
केंद्र और देशभर की राज्य सरकारें तेजी से काम कर रही है।
रोजमर्रा की जिंदगी में लोगों को असुविधा न हो,
इसके लिए निरंतर कोशिश कर रही हैं: PM @narendramodi #IndiaFightsCorona
अब कोरोना के मरीजों के इलाज के लिए,
— PMO India (@PMOIndia) March 24, 2020
देश के हेल्थ इंफ्रास्ट्रक्चर को और मजबूत बनाने के लिए केंद्र सरकार ने आज 15 हजार करोड़ रुपए का प्रावधान किया है: PM @narendramodi #IndiaFightsCorona
इससे कोरोना से जुड़ी टेस्टिंग फेसिलिटीज,
— PMO India (@PMOIndia) March 24, 2020
पर्सनल प्रोटेक्टिव इक्वीपमेंट्स, Isolation Beds,
ICU beds,
ventilators,
और अन्य जरूरी साधनों की संख्या तेजी से बढ़ाई जाएगी: PM @narendramodi #IndiaFightsCorona
मैंने राज्य सरकारों से अनुरोध किया है कि इस समय उनकी पहली प्राथमिकता,
— PMO India (@PMOIndia) March 24, 2020
सिर्फ और सिर्फ स्वास्थ्य सेवाएं ही होनी चाहिए, हेल्थ केयर ही प्राथमिकता होनी चाहिए: PM @narendramodi #IndiaFightsCorona
लेकिन साथियों,
— PMO India (@PMOIndia) March 24, 2020
ये भी ध्यान रखिए कि ऐसे समय में जाने-अनजाने कई बार अफवाहें भी फैलती हैं।
मेरा आपसे आग्रह है कि किसी भी तरह की अफवाह और अंधविश्वास से बचें: PM @narendramodi #IndiaFightsCorona
मेरी आपसे प्रार्थना है कि इस बीमारी के लक्षणों के दौरान,
— PMO India (@PMOIndia) March 24, 2020
बिना डॉक्टरों की सलाह के,
कोई भी दवा न लें।
किसी भी तरह का खिलवाड़, आपके जीवन को और खतरे में डाल सकता है: PM @narendramodi #IndiaFightsCorona
मुझे विश्वास है हर भारतीय संकट की इस घड़ी में सरकार के, स्थानीय प्रशासन के निर्देशों का पालन करेगा।
— PMO India (@PMOIndia) March 24, 2020
21 दिन का लॉकडाउन,
लंबा समय है, लेकिन आपके जीवन की रक्षा के लिए, आपके परिवार की रक्षा के लिए, उतना ही महत्वपूर्ण है: PM @narendramodi #IndiaFightsCorona