Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ଯୁବପୀଢ଼ି କହୁଛନ୍ତି “ମୋର ପ୍ରଥମ ଭୋଟ୍ ଦେଶ ପାଇଁ”


ଦେଶବ୍ୟାପୀ ପ୍ରଥମ ଥର ଭୋଟର ହୋଇଥିବା ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଶେୟାର କରିଛନ୍ତି।

ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଦେଶବ୍ୟାପୀ ଯୁବପୀଢ଼ିମାନେ କହୁଛନ୍ତି, ମେରା ପେହ୍ଲା ଭୋଟ୍ ଦେଶ କେ ଲିୟେ।”

 

SR