Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ତଳସ୍ତରରେ ନିଯୁକ୍ତି ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଜୀବିକା ବୃଦ୍ଧି ପାଇଁ ସରକାରୀ ଇ-ବଜାର (ଜିଇଏମ୍)କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଦେଶବ୍ୟାପୀ ତଳସ୍ତରରେ ନିଯୁକ୍ତି ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଜୀବିକା ବୃଦ୍ଧି ପାଇଁ ସରକାରୀ ଇ-ବଜାର (ଜିଇଏମ୍)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ସେ କହିଛନ୍ତି:

“ପ୍ରଶଂସନୀୟ ସଫଳତା, ଆଜୀବିକା ବୃଦ୍ଧିକୁ ନିଶ୍ଚିତ କରିବା, ଦେଶବ୍ୟାପୀ ତଳସ୍ତରରେ ନିଯୁକ୍ତି ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେବା ।”

SR