ପ୍ରଧାନମନ୍ତ୍ରୀ ଆଜି ଭିଡିଓ ବ୍ରିଜ ଜରିଆରେ ଦେଶବ୍ୟାପୀ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ତଥା ଏଏନଏମ (ଅକ୍ଜିଲାରୀ ନର୍ସ ମିଡ ୱାଇଫ) ମାନଙ୍କ ସହ ମତ ବିନିମୟ କରିଥିଲେ । ପୋଷଣ ସମ୍ବନ୍ଧୀତ ସେବା କ୍ଷେତ୍ରରେ ସଂସ୍କାର ଆଣିବା ତଥା ପୋଷଣ ଅଭିଯାନ- ଦେଶରେ କୁପୋଷଣ ହ୍ରାସ କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେମାନଙ୍କ ପଦକ୍ଷେପ, ଅଭିନବ ଉପାୟ ଏବଂ ଜ୍ଞାନ କୌଶଳର ଉପଯୋଗ କରିଥିବାରୁ ସଂପୃକ୍ତ ତିନି ଶ୍ରେଣୀର କର୍ମଚାରୀମାନଙ୍କୁ ସେ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ପ୍ରାଥମିକ ସ୍ତରର ସ୍ୱାସ୍ଥ୍ୟ କର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ସ୍ୱୀକାର କରି ସେମାନଙ୍କୁ ମଜବୁତ ଏବଂ ସୁସ୍ଥ ଦେଶ ଗଠନ କରିବା ପାଇଁ ଧନ୍ୟବାଦ ଦେଇଥିଲେ । ଚଳିତ ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି ଏବଂ ପୋଷଣ ମାସର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀଙ୍କ ଏହି ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସାରା ଦେଶରେ ପୋଷଣ ବା ପୁଷ୍ଟିସାଧନ ସମ୍ବନ୍ଧିତ ସୂଚନା ଘରେ ଘରେ ପହଂଚାଯିବ ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପୋଷଣ ମିଶନ ବିଷୟରେ ଆଲୋଚନା କରି କହିଥିଲେ ଯେ ରାଜସ୍ଥାନର ଝୁନଝୁନୁଠାରେ ଆରମ୍ଭ କରାଯାଇଥିବା ପୋଷଣ ଅଭିଯାନର ଲକ୍ଷ୍ୟ ବାଙ୍ଗରା, ରକ୍ତହୀନତା, କୁପୋଷଣ ଏବଂ ଜନ୍ମ ସମୟରେ କମ ଓଜନ ଆଦି ସ୍ୱାସ୍ଥ୍ୟ ସମ୍ବନ୍ଧୀତ ସମସ୍ୟାଗୁଡିକ ହ୍ରାସ କରିବା । ସେ କହିଥିଲେ ଯେ ଏହି ଅଭିଯାନରେ ଅଧିକରୁ ଅଧିକ ସଂଖ୍ୟାରେ ମହିଳା ଏବଂ ପିଲାମାନଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୁପୋଷଣ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀତ ପଦକ୍ଷେପଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଟୀକାକରଣ କାର୍ଯ୍ୟକ୍ରମ ଦୃତ ଗତିରେ ଚାଲିଛି ଏବଂ ମହିଳା ଏବଂ ପିଲାମାନଙ୍କ ପାଇଁ ଏହା ସହାୟକ ହୋଇଛି ।
ଏହି ଅବସରରେ ଦେଶର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ଲାଭାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜର ଅନୁଭୂତି ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ମିଶନ ଇନ୍ଦ୍ରଧନୂଷକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ତଥା ତିନି ଲକ୍ଷ ଗର୍ଭବତୀ ମହିଳା ତଥା 85 କୋଟିରୁ ଅଧିକ ପିଲାଙ୍କୁ ଟୀକାକରଣ କରିବାରେ ଟିମ ‘ଥ୍ରୀ ଏ’- ଆଶା, ଏଏନଏମ, ଅଙ୍ଗନୱାଡି କର୍ମଚାରୀମାନଙ୍କ ପ୍ରଚେଷ୍ଟା ଏବଂ ସମର୍ପଣ ଭାବକୁ ବେଶ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ମତ ବିନିମୟ ସମୟରେ ସୁରକ୍ଷିତ ମାତୃତ୍ୱ ଅଭିଯାନ ବିଷୟରେ ଆହୁରୀ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ନିବେଦନ କରିଥିଲେ ।
ପ୍ରଧାନମନ୍ତ୍ରୀ ନବଜାତ ଯତ୍ନ କାର୍ଯ୍ୟକ୍ରମର ସଫଳତାକୁ ପ୍ରଶଂସା କରିଥିଲେ । ଏହା ଦ୍ୱାରା ପ୍ରତିବର୍ଷ ଦେଶର 1.25 ନିୟୁତ ପିଲା ଉପକୃତ ହୋଇ ପାରୁଛନ୍ତି । ଏବେ ଏହାର ନାମ “ଗୃହ ଆଭିମୁଖୀ ଶିଶୁ ଯତ୍ନ” କରାଯାଇଛି ଏବଂ ଏହା ଅନ୍ତର୍ଗତ ପୂର୍ବରୁ ଆଶା କର୍ମୀ ଶିଶୁ ଜନ୍ମର ପ୍ରଥମ 42 ଦିନରେ 6 ଥର ଗସ୍ତ କରୁଥିବା ସ୍ଥଳେ ଏବେ ଆଶା କର୍ମୀମାନେ ପ୍ରଥମ 15 ମାସରେ 11 ଥର ଗସ୍ତ କରିବେ ।
ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଏବଂ ଦେଶର ବିକାଶ ବିଷୟରେ ଆଲୋଚନା କରି କହିଥିଲେ ଯେ ଯଦି ଦେଶର ପିଲାମାନେ ଦୁର୍ବଳ ହେବେ ତେବେ ଦେଶର ବିକାଶ ଧିମେଇ ଯିବ । କୌଣସି ନବଜାତ ଶିଶୁ ପାଇଁ ଜୀବନର ପ୍ରଥମ ଏକ ହଜାର ଦିନ ଅତ୍ୟନ୍ତ ଗଂଭୀର ହୋଇଥାଏ । ଏହି ସମୟରେ ପୁଷ୍ଟିକର ଖାଦ୍ୟପେୟ ଏବଂ ଖାଦ୍ୟ ସମ୍ବନ୍ଧୀତ ଅଭ୍ୟାସରୁ ହିଁ ପିଲାମାନଙ୍କ ଶରୀର କିଭଳି ହେବ, କିଭଳି ପଢାପଢି କରିବ ଏବଂ ମାନସିକ ଭାବେ କିଭଳି ମଜବୁତ ହେବ ତାହା ସୁନିଶ୍ଚିତ କରାଇବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ନାଗରିକ ସୁସ୍ଥ ରହିବେ ତେବେ ଦେଶର ବିକାଶକୁ କେହି ମଧ୍ୟ ରୋକିପାରିବେ । ଏଥିପାଇଁ ପ୍ରଥମ ଏକ ହଜାର ଦିନରେ ଦେଶର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକ ମଜବୁତ ବ୍ୟବସ୍ଥା ବିକଶିତ କରିବା କ୍ଷେତ୍ରରେ ପ୍ରଚେଷ୍ଟା କରାଯାଉଛି ।
ଏହା ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟର ବ୍ୟବହାର 3 ଲକ୍ଷ ନିରୀହଙ୍କ ଜୀବନ ବଂଚାଇ ପାରିଛି । ସ୍ୱଚ୍ଛତା ପ୍ରତି ସମର୍ପଣ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ପୁନର୍ବାର ଶୁଭେଚ୍ଛା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତର ପ୍ରଥମ ଲାଭାର୍ଥୀ ବେବୀ କରିସ୍ମା ବିଷୟରେ ଚର୍ଚ୍ଚା କରି କହିଥିଲେ ଯେ ବେବୀ କରିସ୍ମା ଆୟୁଷ୍ମାନ ବେବୀ ଭାବେ ପ୍ରସିଦ୍ଧ । ସେ କହିଥିଲେ ଯେ ବେବୀ କରିସ୍ମା 10 କୋଟିରୁ ଅଧିକ ଲୋକଙ୍କ ଆଶାର ପ୍ରତୀକ ହୋଇପାରିଛି ଯିଏ ଚଳିତ ମାସ 23 ତାରିଖରେ ରାଞ୍ଚିରେ ଶୁଭାରମ୍ଭ କରାଯିବାକୁ ଥିବା ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଦ୍ୱାରା ଲାଭାନ୍ୱିତ ହେବେ ।
ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଶା କର୍ମୀମାନଙ୍କୁ ପ୍ରଦାନ କରାଯାଉଥିବା ନିୟମିତ ପ୍ରୋତ୍ସାହନ ଅର୍ଥ ଦୁଇଗୁଣ କରିବା ପାଇଁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ସମସ୍ତ ଆଶା କର୍ମୀ ଏବଂ ସେମାନଙ୍କ ସହକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ତଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ନିଃଶୁଳ୍କ ବୀମା ପ୍ରଦାନ କରାଯିବ ।
ପ୍ରଧାନମନ୍ତ୍ରୀ ଅଙ୍ଗନୱାଡି କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅର୍ଥରେ ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି । ଏବେ ଯେଉଁମାନଙ୍କୁ 3000 ଟଙ୍କା ମିଳୁଥିଲା ସେମାନଙ୍କୁ 4,500ଟଙ୍କା ମିଳିବ । ସେହିଭଳି 2,200 ଟଙ୍କା ପାଉଥିବା କର୍ମଚାରୀମାନଙ୍କୁ 3,500 ଟଙ୍କା ମିଳିବ । ଅଙ୍ଗନୱାଡି ସହାୟକମାନଙ୍କ ପାରିଶ୍ରମିକ ଅର୍ଥ 1,500 ଟଙ୍କାରୁ 2,250 ଟଙ୍କାକୁ ବୃଦ୍ଧି କରାଯାଇଛି ।
**********
From Jhunjhunu in Rajasthan, the Poshan Abhiyaan was launched. It is essential to involve maximum women and children with this movement: PM @narendramodi #PMSamvadWithHealthWorkers
— PMO India (@PMOIndia) September 11, 2018
एक नवजात शिशु को परिवार वालों ने मृत मान लिया था। नवजात केयर प्रशिक्षण का उपयोग कर मनीता देवी ने उपचार प्रारंभ किया, एंबुलेंस के माध्यम से स्वास्थ्य केंद्र ले गईं। #PMSamvadWithHealthWorkers
— PMO India (@PMOIndia) September 11, 2018
वाकई आपने जीवन बचाने का कार्य किया है: PM @narendramodi to Manita Devi
— PMO India (@PMOIndia) September 11, 2018
मैं देश के उन हजारों-लाखों डॉक्टरों का भी आभार व्यक्त करना चाहूंगा, जो बिना कोई फीस लिए, गर्भवती महिलाओं की जांच कर रहे हैं: PM @narendramodi
— PMO India (@PMOIndia) September 11, 2018
जैसा कि दादरा और नगर हवेली की साथी कह रही थीं, निश्चित तौर पर एनीमिया एक बहुत बड़ी समस्या है। देश में काफी संख्या में लोग एनीमिया के शिकार हैं। ये बीमारी आयोडीन और आयरन जैसे तत्वों की कमी से होती है। हालांकि पिछले कुछ वर्षों में आयोडीन युक्त नमक का उपयोग बढ़ा है: PM @narendramodi
— PMO India (@PMOIndia) September 11, 2018
अब आप सभी कार्यकर्ताओं को आयोडीन और आयरन युक्त डबल फोर्टिफाइड नमक के इस्तेमाल के लिए लोगों को और जागरूक करना पड़ेगा ताकि एनीमिया जैसी बीमारियों को दूर किया जा सके: PM @narendramodi
— PMO India (@PMOIndia) September 11, 2018
आपको ये भी जानकारी है कि होम बेस्ड न्यूबोर्न केयर के माध्यम से आप हर वर्ष देश के लगभग सवा करोड़ बच्चों की देखभाल कर रहे हैं। आपकी मेहनत से ये कार्यक्रम सफल हो रहा है, जिसके कारण इसको और विस्तार दिया गया है। अब इसको होम बेस्ड चाइल्ड केयर का नाम दिया गया है: PM @narendramodi
— PMO India (@PMOIndia) September 11, 2018
पहले जन्म के 42 दिन तक आशा वर्कर को 6 बार बच्चे के घर जाना होता था। अब 15 महीने तक 11 बार आपको बच्चे का हालचाल जानना ज़रूरी है। मुझे विश्वास है कि आपके स्नेह और अपनेपन से एक से एक बेहतरीन नागरिक देश को मिलेंगे: PM @narendramodi
— PMO India (@PMOIndia) September 11, 2018
बच्चे की ही नहीं बल्कि प्रसूता माता के स्वास्थ्य की भी आप सभी चिंता कर रहे हैं। सुरक्षित मातृत्व अभियान जो सरकार ने चलाया है उसकी अधिक से अधिक जानकारी आपको लोगों तक पहुंचानी है : PM @narendramodi
— PMO India (@PMOIndia) September 11, 2018
Commendable work done by Gayatri Darapuri Ji from UP.
— PMO India (@PMOIndia) September 11, 2018
आंगनबाड़ी कार्यकर्ताओं के साथ मिलकर सुपोषण स्वास्थ्य मेले का आयोजन होता है। मेले के दौरान कार्यकर्ताओं को प्रशिक्षण, ग्राम स्तर पर सामुदायिक बैठकों का आयोजन और कुपोषित बच्चों के घर भ्रमण करते हुए परामर्श का काम।
हमारे पर्व तो वैसे ही संदेशों से भरपूर रहते हैं। मानवता के लिए कोई ना कोई संदेश उनमें रहता है। अब कमरछठ की पवित्रता को आप देश के भविष्य को सुरक्षित और सशक्त बनाने के लिए भी प्रभावी माध्यम बना रही हैं: PM @narendramodi #PMSamvadWithHealthWorkers
— PMO India (@PMOIndia) September 11, 2018
रक्षाबंध के रक्षा सूत्र से आप बच्चों को कुपोषण से बाहर लाने के काम से जनता को जोड़ रहे हैं। आपके इस प्रयास को मैं नमन करता हूं: PM @narendramodi #PMSamvadWithHealthWorkers
— PMO India (@PMOIndia) September 11, 2018
कमज़ोर नींव पर मज़बूत इमारत का निर्माण नहीं हो सकता। इसी प्रकार यदि देश का बचपन कमज़ोर रहेगा तो उसके विकास की गति धीमी हो जाएगी: PM @narendramodi
— PMO India (@PMOIndia) September 11, 2018
किसी भी शिशु के लिए जीवन के पहले एक हज़ार दिन बहुत महत्वपूर्ण होते हैं। इस दौरान मिला पौष्टिक आहार, खान-पान की आदतें ये तय करती हैं कि उसका शरीर कैसा बनेगा, पढ़ने-लिखने में वो कैसा होगा, मानसिक रूप से कितना मजबूत होगा: PM @narendramodi
— PMO India (@PMOIndia) September 11, 2018
यदि देश का नागरिक सही से पोषित होगा, विकसित होगा तो देश के विकास को कोई नहीं रोक सकता है। लिहाज़ा शुरुआती हज़ार दिनों में देश के भविष्य की सुरक्षा का एक मज़बूत तंत्र विकसित करने का प्रयास हो रहा है: PM @narendramodi
— PMO India (@PMOIndia) September 11, 2018
टेक्नॉलॉजी ने आज हमारी अनेक मुश्किलों को आसान कर दिया है। टेक्नॉलॉजी जीवन का महत्वपूर्ण हिस्सा बन चुकी है। हमारा फोन अनेक सवालों का जवाब है। सरकार तो फोन के माध्यम से ही अनेक प्रकार की सुविधाएं सभी देशवासियों तक पहुंचा रही है: PM @narendramodi #PMSamvadWithHealthWorkers
— PMO India (@PMOIndia) September 11, 2018
आप सभी के साथ ये चर्चा, ये संवाद, सच में एक रोचक अनुभव रहा। आपके अनुभवों को सुनकर मैं नई ऊर्जा का अहसास कर रहा हूं: PM @narendramodi #PMSamvadWithHealthWorkers
— PMO India (@PMOIndia) September 11, 2018
A little child, Karishma from Karnal in Haryana became the first beneficiary of Ayushman Bharat.
— PMO India (@PMOIndia) September 11, 2018
The Government of India is devoting topmost importance to the health sector: PM @narendramodi
The Government of India is taking numerous steps for the welfare of the ASHA, ANM and Anganwadi workers: PM @narendramodi
— PMO India (@PMOIndia) September 11, 2018
स्वस्थ और सक्षम भारत के निर्माण में आप सभी की शक्ति पर मुझे, पूरे देश को पूरा भरोसा है। हमें मिलकर कुपोषण के खिलाफ, गंदगी के खिलाफ, मातृत्व की समस्याओं के खिलाफ सफलता हासिल होगी। तभी ट्रिपल A की हमारी ये ताकत देश को A ग्रेड में रखेगी, शीर्ष पर रखेगी: PM @narendramodi
— PMO India (@PMOIndia) September 11, 2018
India is proud of the rich contribution of the ASHA, ANM and Anganwadi workers. Their role in the wellbeing of India’s Nari Shakti and Yuva Shakti is appreciable. Announced measures for their welfare earlier today. pic.twitter.com/x6ARHZ0sNl
— Narendra Modi (@narendramodi) September 11, 2018
Interacted with a team of women based in Dadra and Nagar Haveli. Their work in tribal dominated areas is truly commendable. pic.twitter.com/M9Ked5RAvj
— Narendra Modi (@narendramodi) September 11, 2018
Manita Devi’s presence of mind, persistence and spirit of compassion changed the life of a family! India is proud of citizens like her. pic.twitter.com/ItGjUrN5mA
— Narendra Modi (@narendramodi) September 11, 2018
A group of women based in Chhattisgarh are fighting malnutrition and have also used our festivals to mobilise more people in their movement. You would be happy to hear their story. pic.twitter.com/Rns3znUFCy
— Narendra Modi (@narendramodi) September 11, 2018