Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୁର୍ଗା ଅଷ୍ଟମୀ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଦୁର୍ଗା ଅଷ୍ଟମୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ସମସ୍ତଙ୍କୁ ଦୁର୍ଗା ଅଷ୍ଟମୀର ଅଭିନନ୍ଦନ । ମା’ ଦୁର୍ଗାଙ୍କ ଆଶୀର୍ବାଦ ଆମ ସମାଜରେ ସୁଖ ଓ ଶାନ୍ତି ଭରିଦେଉ ଏବଂ ସମସ୍ତ ପ୍ରକାରର ଅନ୍ୟାୟକୁ ଦୂର କରୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********