Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଏବଂ ବୈଶ୍ୱିକ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି ପାଖରେ ଅପାର ସମ୍ଭାବନା ଅଛି: ପ୍ରଧାନମନ୍ତ୍ରୀ

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଏବଂ ବୈଶ୍ୱିକ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି ପାଖରେ ଅପାର ସମ୍ଭାବନା ଅଛି: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ବିଶ୍ୱ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି

ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ କ୍ରିଷ୍ଟାଲିନା ଜର୍ଜେଇଭାଙ୍କ ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

ଏସଡିଜି ହାସଲ ଦିଗରେ ପ୍ରଗତିକୁ ଆଗେଇ ନେବା ଏବଂ ବୈଶ୍ୱିକ ସ୍ତରରେ ଜୀବନକୁ ସଶକ୍ତ କରିବାକୁ ପ୍ରଯୁକ୍ତି ବିଦ୍ୟା ନିକଟରେ ଅନେକ ସମ୍ଭାବନା ଅଛି ମାନବତା ଏକ ଉଜ୍ୱଳ ଏବଂ ଉତ୍ତମ ଭବିଷ୍ୟତ ପାଇଁ ମିଳିମିଶି ଏହାର ଉପଯୋଗ କରନ୍ତୁ @KGeorgieva ”

********

 SR