ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ ବାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ଯେ, ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀଙ୍କ ଯାତ୍ରା ପୂର୍ବ–କୋଭିଡ୍ ସ୍ତରକୁ ଅତିକ୍ରମ କରି ସର୍ବୋଚ୍ଚ ସ୍ତରକୁ ଯାଇଛି । ୨୦୨୦ ଫେବୃଆରୀରେ ଦିଲ୍ଲୀ ମେଟ୍ରୋରେ ଦୈନିକ ଯାତ୍ରୀ ୬୬,୧୮,୭୧୭ ଥିଲାବେଳେ ୨୦୨୩ ଅଗଷ୍ଟ ୨୮ରେ ଏହା ୬୮,୧୬,୨୫୨କୁ ବୃଦ୍ଧି ପାଇଛି ।
ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି:
‘ଚମତ୍କାର ଖବର । ଆମ ସହର କେନ୍ଦ୍ରରେ ଆଧୁନିକ ଏବଂ ଆରାମଦାୟକ ସାର୍ବଜନିନ ପରିବହନ ହେଉ ବୋଲି ସୁନିଶ୍ଚିତ କରିବାକୁ ଆମ ସରକାର କାମ ଜାରି ରଖିବ ।’
Commendable effort to strengthen the infrastructure to cure cancer. It will benefit several people across the nation. https://t.co/De7cthea9J
— Narendra Modi (@narendramodi) September 1, 2023
SR
Wonderful news. Our Government will continue working to ensure our urban centres have modern and comfortable public transport. https://t.co/fe6fXPwhGR
— Narendra Modi (@narendramodi) September 1, 2023