ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦିଲ୍ଲୀ କେଣ୍ଟର କନ୍ଧାର ଲାଇନ୍ସ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା-4ର ନିର୍ମାଣ ଲାଗି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ)କୁ ବାର୍ଷିକ ମାତ୍ର 1ଟଙ୍କାର ସାଧାରଣ ଭଡ଼ା ସହିତ ପଟ୍ଟା ଉପରେ 4 ଏକର ପ୍ରତିରକ୍ଷା ଜମିକୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
**********