ଦିଲ୍ଲୀର ନାରାଇନାରେ ଆଜି ଅନୁଷ୍ଠିତ ଲୋହରୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି, ଲୋହରୀ ଅନେକ ଲୋକଙ୍କ ପାଇଁ, ବିଶେଷ କରି ଉତ୍ତର ଭାରତୀୟମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । “ଏହା ନବିନୀକରଣ ଓ ଆଶାର ପ୍ରତୀକ । ଏହାର ମଧ୍ୟ କୃଷି ଏବଂ କଠିନ ପରିଶ୍ରମ କରୁଥିବା କୃଷକଙ୍କ ସହ ସମ୍ପର୍କ ରହିଛି” ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଲୋହରୀ ଅନେକ ଲୋକଙ୍କ ପାଇଁ, ବିଶେଷ କରି ଉତ୍ତର ଭାରତୀୟମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ନବିନୀକରଣ ଓ ଆଶାର ପ୍ରତୀକ । ଏହାର ମଧ୍ୟ କୃଷି ଏବଂ କଠିନ ପରିଶ୍ରମ କରୁଥିବା କୃଷକଙ୍କ ସହ ସମ୍ପର୍କ ରହିଛି ।
ଆଜି ସନ୍ଧ୍ୟାରେ ଦିଲ୍ଲୀର ନାରାଇନାରେ ଲୋହରୀ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଥିଲା । ଉତ୍ସବରେ ବିଭିନ୍ନ ବର୍ଗର ଲୋକ, ବିଶେଷ କରି ଯୁବକ ଓ ମହିଳାମାନେ ସାମିଲ ହୋଇଥିଲେ ।
ସମସ୍ତଙ୍କ ଲୋହରୀର ବହୁତ ଶୁଭେଚ୍ଛା ।”
“ଦିଲ୍ଲୀ ଲୋହରୀ କାର୍ଯ୍ୟକ୍ରମର ଆଉ କିଛି ଝଲକ ଏଠାରେ ।”
SR
Lohri has a special significance for several people, particularly those from Northern India. It symbolises renewal and hope. It is also linked with agriculture and our hardworking farmers.
— Narendra Modi (@narendramodi) January 13, 2025
This evening, I had the opportunity to mark Lohri at a programme in Naraina in Delhi.… pic.twitter.com/WUv6pnQZNP
Some more glimpses from the Lohri programme in Delhi. pic.twitter.com/bMbGuLwR3i
— Narendra Modi (@narendramodi) January 13, 2025