ମିଷ୍ଟର ଦିଲୀପ ପଦଗାଓଁକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ମିଷ୍ଟର ଦିଲୀପ ପଦଗାଓଁକର ସାଧାରଣ ଜନତାଙ୍କ ଶୁଭଚିନ୍ତକ ଥିଲେ, ଯାହାଙ୍କ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଥିବା ଅବଦାନ ଚୀର ସ୍ମରଣୀୟ ହୋଇ ରହିବ । ତାଙ୍କର ଦେହାନ୍ତ ଆମକୁ କଷ୍ଟ ଦେଇଛି, ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Mr. Dileep Padgaonkar was a leading public thinker whose contribution to journalism will always be remembered. Pained by his demise. RIP: PM
— PMO India (@PMOIndia) November 25, 2016