Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲୀପ ପଦଗାଓଁକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ମିଷ୍ଟର ଦିଲୀପ ପଦଗାଓଁକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ମିଷ୍ଟର ଦିଲୀପ ପଦଗାଓଁକର ସାଧାରଣ ଜନତାଙ୍କ ଶୁଭଚିନ୍ତକ ଥିଲେ, ଯାହାଙ୍କ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଥିବା ଅବଦାନ ଚୀର ସ୍ମରଣୀୟ ହୋଇ ରହିବ । ତାଙ୍କର ଦେହାନ୍ତ ଆମକୁ କଷ୍ଟ ଦେଇଛି, ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।