Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଥେଭର ଜୟନ୍ତୀ ଅବସରରେ ପସୁମ୍ପୋନ ମଥୁରାମାଲିଙ୍ଗ ଥେଭରଙ୍କ ଅବଦାନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ଥେଭର ଜୟନ୍ତୀ ଅବସରରେ ପ୍ରସିଦ୍ଧ ପସୁମ୍ପୋନ ମଥୁରାମାଲିଙ୍ଗ ଥେଭରଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଥେଭର ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ପ୍ରସିଦ୍ଧ ପସୁମ୍ପୋନ ମଥୁରାମାଲିଙ୍ଗ ଥେଭରଙ୍କ ମହାନ ଅବଦାନକୁ ସ୍ମରଣ କରୁଛି । ଅତ୍ୟନ୍ତ ସାହସୀ ଓ ଦୟାଳୁ ଥେଭର ଜନ କଲ୍ୟାଣ ଓ ସାମାଜିକ ନ୍ୟାୟ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । କୃଷକ ଓ କର୍ମଜୀବିଙ୍କ କଲ୍ୟାଣ ପାଇଁ ସେ ବହୁ ଉଦ୍ୟମ କରିଥିଲେ ।”

 

SR