Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଥାଇ ସରକାରକଙ୍କ ଦ୍ୱାରା ରାମକିୟେନ ଚିତ୍ରକଳା ଭିତ୍ତିକ ଆଇଷ୍ଟାମ୍ପ ଉନ୍ମୋଚନ ବିଷୟ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥାଇ ସରକାରକଙ୍କ ଦ୍ୱାରା ରାମକିୟେନ ଚିତ୍ରକଳା ଭିତ୍ତିକ ଆଇଷ୍ଟାମ୍ପ ଉନ୍ମୋଚନ ବିଷୟ ଲ୍ଲେଖ କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:

ପ୍ରଧାନମନ୍ତ୍ରୀଙ୍କ @narendramodi ଗସ୍ତ ଅବସରରେ ଥାଇ ସରକାର ରାମକିୟେନ ଚିତ୍ରକଳା ଭିତ୍ତିକ ଆଇଷ୍ଟାମ୍ପ ଉନ୍ମୋଚନ କରିଛନ୍ତି ଏହି ଚିତ୍ରକଳା ରାମ ଙ୍କ ଶାସନ କାଳରେ ପ୍ରସ୍ତୁତ ହୋଇଥିଲା

SR