Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଥାଇଲାଣ୍ଡର ରାଜା ମହା ବଜିରାଲୋଙ୍ଗକର୍ଣ୍ଣଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକ୍ ରେ ଥାଇଲାଣ୍ଡର ରାଜା ମହା ବଜିରାଲୋଙ୍ଗକର୍ଣ୍ଣଙ୍କୁ ଭେଟିଛନ୍ତି

ଏକ୍ସ ଏକ ପୋଷ୍ଟରେ ସେ କହିଛନ୍ତି:

ଥାଇଲାଣ୍ଡର ରାଜା ମହା ବଜିରାଲୋଙ୍ଗକର୍ଣ୍ଣଙ୍କୁ ଭେଟିଲି ଆମେ ଭାରତ ଥାଇଲାଣ୍ଡ ମଧ୍ୟରେ ଥିବା ମଜବୁତ ଦୋସ୍ତି ବାବଦରେ ଏବଂ ଏହାକୁ କିପରି ଅଧିକ ସୁଦୃଢ଼ କରାଯିବ ସେ ସମ୍ପର୍କରେ ଆଲୋଚନା କଲୁ

SR