Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତୀର୍ଥସ୍ଥଳୀ ପରିଷ୍କାର ରଖିବା ପାଇଁ ଭକ୍ତମାନଙ୍କ ଆଗ୍ରହକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପୂଜା ସ୍ଥଳୀଗୁଡିକୁ ପରିଷ୍କାର ରଖିବା ପାଇଁ ତୀର୍ଥଯାତ୍ରୀଙ୍କ ମଧ୍ୟରେ ବଢୁଥିବା ଆଗ୍ରହକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । 

ମନ କି ବାତ କାର୍ଯ୍ୟକ୍ରମରେ ତୀର୍ଥସ୍ଥଳୀଗୁଡିକୁ ପରିଷ୍କାର ରଖିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ଅନୁଯାୟୀ ଭକ୍ତମାନେ ତୀର୍ଥସ୍ଥଳୀଗୁଡିକ ପରିଷ୍କାର କରୁଥିବା ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମିଙ୍କ ଟ୍ୱିଟ ଶୃଙ୍ଖଳର ଉତ୍ତରରେ ପ୍ରଧାନମନ୍ତ୍ରୀ ଏହି ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟରେ କହିଛନ୍ତି;

“ଶ୍ରଦ୍ଧାଳୁମାନଙ୍କ ଏହି ଭାବନା ତୀର୍ଥସ୍ଥଳଗୁଡିକର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତଙ୍କୁ ପ୍ରେରିତ କରିବ ।” 

 

SR