Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତାଡାସନର ଭିଡିଓ କ୍ଲିପ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଡାସନ ବା ତାଳ ଗଛର ମୁଦ୍ରା ଉପରେ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି ।

ଜୁନ୍ ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ସେୟାର କରାଯାଇଥିବା ଏହି କ୍ଲିପରେ ତାଡ଼ାସନର ସ୍ୱାସ୍ଥ୍ୟ ଉପକାରିତା ଏବଂ ସୋପାନ ବିଷୟରେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ତାଡାସନ ଶରୀର ପାଇଁ ବହୁତ ଭଲ ଅଟେ । ଏହା ଶରୀର ପାଇଁ ଅଧିକ ଶକ୍ତି ଏବଂ ଉନ୍ନତ ସଂଯୋଜନା ସୁନିଶ୍ଚିତ କରିଥାଏ।

BS