Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ଜନ ପୋମ୍ବେ ମାଗୁଫୁଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ମହାମହିମ ଜନ ପୋମ୍ବେ ମାଗୁଫୁଲିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ମହାମହିମ ଜନ ପୋମ୍ବେ ମାଗୁଫୁଲିଙ୍କୁ ମୋର ଶୁଭେଚ୍ଛା! ତାଙ୍କ ସହିତ କାର୍ଯ୍ୟ କରି ଆମ ଦୁଇ ଦେଶ ମଧ୍ୟରେ ବହୁ କାଳରୁ ରହିଆସିଥିବା ବନ୍ଧୁତ୍ଵକୁ ଆହୁରି ମଜଭୁତ କରିବା ନେଇ ମୁଁ ଆଶାବାଦୀ”

**********