Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଢାକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଢାକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ


PM India

ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଗସ୍ତରେ ଯାଇ ଆଜି ଢାକା ଠାରେ ପହଞ୍ଚିଛନ୍ତି ମୁଜିବ ବର୍ଷୋଶେଖ ମୁଜିବୁର ରହମାନଙ୍କ ଜନ୍ମଶତବାର୍ଷିକୀ; ଭାରତବାଂଲାଦେଶ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ଏବଂ ବାଂଲାଦେଶ ମୁକ୍ତି ଯୁଦ୍ଧର 50 ବର୍ଷ ପୂର୍ତ୍ତି ଉପଲକ୍ଷେ  ଏହା ହେଉଛି ଏକ ଐତିହାସିକ ଗସ୍ତ

ଏକ ସ୍ୱତନ୍ତ୍ର ଆତିଥେୟ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ତାଙ୍କ କ୍ୟାବିନେଟର ମନ୍ତ୍ରୀମାନେ ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ 19ଟି ତୋପ ସଲାମୀ ସହ ସ୍ୱତନ୍ତ୍ର ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା

 

*******

P.S