ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଗବେଷଣା କ୍ଷେତ୍ରରେ ଅଗ୍ରଦୂତ ଭାବେ ପରିଚିତ ଡ. ଭାଲିଆଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଗବେଷଣା କ୍ଷେତ୍ରରେ ଅଗ୍ରଦୂତ ଥିବା ଡ. ଭାଲିଆଥନଙ୍କ ପରଲୋକରେ ଦୁଃଖିତ । ତାଙ୍କ ଅବଦାନ ଏକ ଅଲିଭା ଛାପ ଏବଂ ଅଗଣିତ ଲୋକଙ୍କୁ ଫାଇଦା ଦେଇଛି । ବିଶେଷ କରି କମ୍ ଖର୍ଚ୍ଚରେ ଚିକିତ୍ସା ଏବଂ ଉନ୍ନତ ନବାଚାର ପାଇଁ ସେ ମନେ ରହିବେ । ଭାରତରେ ମେଡିକାଲ ଶିକ୍ଷାର ବିକାଶ କ୍ଷେତ୍ରରେ ମଧ୍ୟ ସେ ଥିଲେ ଅଗ୍ରଦୂତ । ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ପାଇଁ ମୋର ସମବେଦନା । ଓମ୍ ଶାନ୍ତି ।”
SR
Saddened by the passing away of Dr. MS Valiathan, a pioneer in the field of healthcare and medical research. His contributions have left an indelible mark and benefited countless people. He will be particularly remembered for cost-effective and top quality innovations. He was…
— Narendra Modi (@narendramodi) July 19, 2024