ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡେରିକସେନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।
ଦୁଇ ନେତା ମୁହାଁ ମୁହିଁ ଆଲୋଚନା କରିଥିଲେ ଏବଂ ପରେ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିଥିଲେ ।
ଉଭୟ ପ୍ରଧାନମନ୍ତ୍ରୀ ଭାରତ-ଡେନମାର୍କ ସବୁଜ ରଣନୈତିକ ସହଯୋଗର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ଆଲୋଚନାଗୁଡ଼ିକ ମଧ୍ୟରେ ଅକ୍ଷୟ ଶକ୍ତି, ବିଶେଷକରି ସମୁଦ୍ରତଟ ପବନ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ ସହିତ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ, ଜାହାଜ ଚଳାଚଳ, ଜଳ ଏବଂ ଆର୍କଟିକ୍ ମଧ୍ୟରେ ସହଯୋଗ ଆଦି ସାମିଲ ଥିଲା ।
ଆମର ଫ୍ଲାଗସିପ୍ କାର୍ଯ୍ୟକ୍ରମରେ ଭାରତରେ ଡେନମାର୍କ କମ୍ପାନୀଗୁଡିକର ସକରାତ୍ମକ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ୍ ଡେନମାର୍କରେ ଭାରତୀୟ କମ୍ପାନୀର ସକରାତ୍ମକ ଭୂମିକା ଉପରେ ଆଲୋକପାତ କରିଥିଲେ ।
ଦୁଇ ନେତା ଉଭୟ ଦେଶର ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ପ୍ରଶଂସା କରିଥିଲେ ଏବଂ ସ୍ଥାନାନ୍ତରଣ ଏବଂ ଗତିଶୀଳତା ସହଭାଗିତା ଉଦ୍ଦେଶ୍ୟରେ ଘୋଷଣାକୁ ସ୍ୱାଗତ କରିଥିଲେ ।
ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ କରିଥିଲେ ।
ପ୍ରତିନିଧୀ ସ୍ତରୀୟ ଅଳଲୋଚନା ପରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା, ଯାହା ଏଠାରେ ଦେଖାଯାଇପାରେ ।
ଚୁକ୍ତିନାମାଗୁଡ଼ିକର ତାଲିକା ଏଠାରେ ଦେଖାଯାଇପାରେ ।
HS
Speaking at the joint press meet with PM Frederiksen. @Statsmin https://t.co/3uGqLdLop7
— Narendra Modi (@narendramodi) May 3, 2022
हमारे दोनों देश लोकतंत्र, अभिव्यक्ति की स्वतंत्रता, और कानून के शासन जैसे मूल्यों को तो साझा करते ही हैं; साथ में हम दोनों की कई complementary strengths भी हैं: PM @narendramodi
— PMO India (@PMOIndia) May 3, 2022
200 से अधिक डेनिश कंपनियां भारत में विभिन्न क्षेत्रों में काम कर रही हैं – जैसे पवन ऊर्जा, शिपिंग, कंसल्टेंसी, food processing, इंजीनियरिंग आदि।
— PMO India (@PMOIndia) May 3, 2022
इन्हें भारत में बढ़ते ‘Ease of doing business’ और हमारे व्यापक आर्थिक reforms का लाभ मिल रहा है: PM @narendramodi
भारत के इंफ्रास्ट्रक्चर सेक्टर और ग्रीन इंडस्ट्रीज में डेनिश कम्पनीज और Danish Pension Funds के लिए निवेश के बहुत अवसर हैं: PM @narendramodi
— PMO India (@PMOIndia) May 3, 2022
हमने एक Free, Open, Inclusive और Rules-based इंडो-पसिफ़िक क्षेत्र को सुनिश्चित करने पर जोर दिया।
— PMO India (@PMOIndia) May 3, 2022
हमने यूक्रेन में तत्काल युद्धविराम और समस्या के समाधान के लिए बातचीत और कूटनीति का रास्ता अपनाने की अपील की: PM @narendramodi
आज हमने भारत-EU रिश्तों, Indo-Pacific और Ukraine सहित कई क्षेत्रीय तथा वैश्विक मुद्दों पर भी बातचीत की।
— PMO India (@PMOIndia) May 3, 2022
हम आशा करते हैं कि India-EU Free Trade Agreement पर negotiations यथाशीघ्र संपन्न होंगे: PM @narendramodi