ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀସିଂହ ପାଟିଲଙ୍କ ସ୍ୱାମୀ ଡକ୍ଟର ଦେବୀସିଂହ ଶେଖାୱତଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ମୋର ଚିନ୍ତାଧାରା ଡକ୍ଟର ଦେବୀସିଂହ ଶେଖାୱତଙ୍କ ପରଲୋକରେ ଆମର ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲ ଜୀ ଏବଂ ତାଙ୍କ ପରିବାର ସହିତ ରହିଛି । ସେ ତାଙ୍କର ବିଭିନ୍ନ ସେବା ପ୍ରୟାସ ମାଧ୍ୟମରେ ସମାଜ ଉପରେ ଏକ ଛାପ ସୃଷ୍ଟି କରିଥିଲେ । ଓମ୍ ଶାନ୍ତି ।”
My thoughts are with our former President Smt. Pratibha Patil Ji and her family on the passing away of Dr. Devisingh Shekhawat Ji. He made a mark on society through his various community service efforts. Om Shanti.
— Narendra Modi (@narendramodi) February 24, 2023
HS