Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜୟନ୍ତୀ ଅବସରରେ ଡଃ ରାମ ମନୋହର ଲୋହିଆ ଜୀଙ୍କୁ ସ୍ମରଣ କରୁଛି । ସେ ଜଣେ ଉତ୍ତୁଙ୍ଗ ବୁଦ୍ଧିଜୀବି ଓ ମହାନ ଚିନ୍ତାନାୟକ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ପରେ ସମର୍ପିତ ନେତା ତଥା ସାଂସଦ ଭାବେ ତାଙ୍କର ବେଶ ଯୋଗଦାନ ରହିଥିଲା । ମଜବୁତ ଭାରତ ନିର୍ମାଣ ପାଇଁ ତାଙ୍କ ଦୃଷ୍ଟିକୋଣ ସାକାର କରିବାକୁ ଆମେ କଠିନ ପରିଶ୍ରମ କରୁଛୁ ।

 

SR