ଡଃ ଭି ଶାନ୍ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉଚ୍ଚ ମାନର କର୍କଟ ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଡଃ ଭି ଶାନ୍ତା ସ୍ମରଣୀୟ ହୋଇ ରହିବେ । ଚେନ୍ନାଇର ଆଦ୍ୟାରସ୍ଥିତ କର୍କଟ ପ୍ରତିଷ୍ଠାନ ଗରିବ ଏବଂ ନିମ୍ନ ସ୍ତରର ଲୋକଙ୍କୁ ସେବା ଯୋଗାଇବାରେ ଅଗ୍ରଣୀ । 2018 ରେ ମୋର ସେହି ଅନୁଷ୍ଠାନ ଗସ୍ତକୁ ସ୍ମରଣ କରୁଛି । ଡଃ ଭି ଶାନ୍ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ” । ଓମ ଶାନ୍ତି ।
Dr. V Shanta will be remembered for her outstanding efforts to ensure top quality cancer care. The Cancer Institute at Adyar, Chennai is at the forefront of serving the poor and downtrodden. I recall my visit to the Institute in 2018. Saddened by Dr. V Shanta’s demise. Om Shanti. pic.twitter.com/lnZKTc5o3d
— Narendra Modi (@narendramodi) January 19, 2021
**********
TRP/