Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଟୋକିଓ ଅଲିମ୍ପିକ୍ସ 2020 କୁସ୍ତିରେ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ଟୋକିଓ ଅଲିମ୍ପିକ୍ସ 2020 କୁସ୍ତିରେ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଟୋକିଓ 2020ରୁ ଆଉ ଏକ ଆନନ୍ଦଦାୟକ ଖବର! ଚମତ୍କାର ଢଙ୍ଗରେ ବଜରଙ୍ଗ ପୁନିଆ ଲଢେଇ ପ୍ରଦର୍ଶନ କରିଥିଲେ । ଆପଣଙ୍କ ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ । ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଏବଂ ଖୁସି କରାଇଛି” ।

 

**********

TRP/