Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କିକେଟ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଆଜି ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିବାରୁ ଭାରତୀୟ କ୍ରିକେଟ ଟିମକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଭାରତୟ ଟିମର ଏହି କୃତିତ୍ୱ ପାଇଁସମଗ୍ର ଦେଶ ଗର୍ବିତ ଏବଂ ଟିମର ପ୍ରଦର୍ଶନକୁ ପ୍ରଶଂସା କରାଯାଉଛି ।ଟୁର୍ଣ୍ଣାମେଣ୍ଟରେ ପ୍ରତିଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଏହା ବିଜୟକୁୂ ଅଧିକସ୍ୱତନ୍ତ୍ର କରିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଚମ୍ପିଆନ୍ସ!

ଆମ ଟିମ ଏକ ଷ୍ଟାଇଲରେ ଟି-୨୦ ବିଶ୍ୱକପ୍ ଆଣିଛି !

ଭାରତୀୟ କ୍ରିକେଟ ଟିମ୍ ପାଇଁ ଆମେ ଗର୍ବିତ ।

ଏହି ମ୍ୟାଚ୍ ଐତିହାସିକ ।”

SR