Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୟା ଶ୍ରୀ ମହାବୋଧି ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ଅନୁରା କୁମାରା ଦିଶାନାୟକେଙ୍କ ସହ ଅନୁରାଧାପୁରସ୍ଥିତ ପବିତ୍ର ଜୟା ଶ୍ରୀ ମହାବୋଧି ମନ୍ଦିର ପରିଦର୍ଶନ କରିବା ସହ ପୂଜନୀୟ ମହାବୋଧି ବୃକ୍ଷର ପୂଜାର୍ଚ୍ଚନା କରିଛନ୍ତି ।

ଏହା ବିଶ୍ୱାସ ଅଛି କି ଏହି ବୃକ୍ଷ ବୋ ଚାରାରୁ ବିକଶିତ ହୋଇଛି, ଯାହାକୁ କି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସଙ୍ଗମିତା ମହାଥେରି ଭାରତରୁ ଶ୍ରୀଲଙ୍କାକୁ ଆଣିଥିଲେ । ଏହି ମନ୍ଦିର ଏକ ମଜବୁତ ସଭ୍ୟତାଗତ ସମ୍ପର୍କର ପ୍ରମାଣ ଯାହାକି ଭାରତ-ଶ୍ରୀଲଙ୍କା ମଧ୍ୟରେ ଥିବା ଘନିଷ୍ଠ ସହଭାଗିତାର ମୂଳଭିତ୍ତି ।

SR