Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜ୍ୟେଷ୍ଠ ଅଷ୍ଟମୀ ଅବସରରେ କଶ୍ମୀର ପଣ୍ଡିତ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଜ୍ୟେଷ୍ଠ ଅଷ୍ଟମୀ ଅବସରରେ କଶ୍ମୀର ପଣ୍ଡିତ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ସ୍ଵତନ୍ତ୍ର ଜ୍ୟେଷ୍ଠ ଅଷ୍ଟମୀ ଅବସରରେ ବିଶେଷକରି କଶ୍ମୀର ପଣ୍ଡିତ ସମୁଦାୟଙ୍କୁ ଶୁଭେଚ୍ଛା । ମାତା କ୍ଷୀର ଭବାନୀଙ୍କ ଐଶ୍ଵରିକ ଆଶୀର୍ବାଦରେ ସମସ୍ତେ ଖୁସି, ସୁସ୍ଥ ଏବଂ ସମୃଦ୍ଧ ହୁଅନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।