Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜେଷ୍ଠ ଅଷ୍ଟମୀ ଅବସରରେ ସମସ୍ତଙ୍କୁ ବିଶେଷ ଭାବରେ କାଶ୍ମୀରୀ ପଣ୍ଡିତ ଭଉଣୀ ଏବଂ ଭାଇ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବିଶେଷ କରି କାଶ୍ମୀରୀ ପଣ୍ଡିତ ଭଉଣୀ ଏବଂ ଭାଇମାନଙ୍କୁ ଜ୍ୟେଷ୍ଠ ଅଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜେଷ୍ଠ ଅଷ୍ଟମୀ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା, ବିଶେଷକରି ମୋର କାଶ୍ମୀରୀ ପଣ୍ଡିତ ଭଉଣୀ ଏବଂ ଭାଇମାନଙ୍କୁ ଆମେ ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧତା ପାଇଁ ମାତା ଖେର୍ଭବାନୀଙ୍କୁ ପ୍ରାର୍ଥନା କରୁଛୁ

HS