Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୁଲାଇ ୩୧ ତାରିଖ ପୂର୍ବାହ୍ନ ୧୧ଟାରେ ମନ୍ କି ବାତ୍‍ ର ଜୁଲାଇ ସଂସ୍କରଣକୁ ଶୁଣିବା ଲାଗି ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ନାଗରିକଙ୍କୁ ଜୁଲାଇ ୩୧ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ମନ କି ବାତର ଜୁଲାଇ ସଂସ୍କରଣ ଶୁଣିବାପାଇଁ ଆମନ୍ତ୍ରଣ କରିଛନ୍ତି

ପ୍ରଧାନମନ୍ତ୍ରୀ ମନ କି ବାତ ଜୁନ୍ ସଂସ୍କରଣର ପୁସ୍ତିକାକୁ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ମହାକାଶରେ ଭାରତର ଗତି, କ୍ରୀଡା କ୍ଷେତ୍ରରେ ଗୌରବ, ରଥ ଯାତ୍ରା ଏବଂ ଅନ୍ୟାନ୍ୟ ବିଷୟ ରହିଛି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ମୁଁ ତୁମ ସମସ୍ତଙ୍କୁ ଆସନ୍ତାକାଲି, ୩୧ ଜୁଲାଇ ପୂର୍ବାହ୍ନ ୧୧ ଟା ରେ ଏହି ମାସର ମନ କି ବାତ୍ଶୁଣିବାକୁ ନିମନ୍ତ୍ରଣ କରୁଛି

ଗତ ମାସର ମଜାଦାର ବିଷୟଗୁଡିକ ଯେପରିକି ମହାକାଶରେ ଭାରତର ଗତି, କ୍ରୀଡା କ୍ଷେତ୍ରରେ ଗୌରବ, ରଥ ଯାତ୍ରା ଏବଂ ଅନ୍ୟାନ୍ୟ ବିଷୟ ଉପରେ ଏକ ପୁସ୍ତିକା ମଧ୍ୟ ସେୟାର କରୁଛି

HS