ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୭, ୨୦୨୨ ରେ ଜର୍ମାନୀର ସ୍ଲୋସ୍ ଏଲାମୁ ଠାରେ ଜି–୭ ଶିଖର ସମ୍ମିଳନୀ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଜୋକୋ ୱିଡୋଡୋଙ୍କୁ ଭେଟିଛନ୍ତି ।
ଜି –୨୦ ଶିଖର ସମ୍ମିଳନୀରେ ବର୍ତ୍ତମାନ ଇଣ୍ଡୋନେସିଆର ସଭାପତିତ୍ୱ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତର ଆଗାମୀ ଜି –୨୦ ସଭାପତିତ୍ୱ ଉପରେ ଆଲୋଚନା ହୋଇଥିଲା ।
ପାରସ୍ପରିକ ଆଗ୍ରହର ସହିତ ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ ।
HS
PM @narendramodi and President @jokowi had a productive meeting. Their talks will add strength to the Comprehensive Strategic Partnership between India and Indonesia. Both leaders also discussed ways to boost connectivity and business linkages. pic.twitter.com/7g3Yq4Maq8
— PMO India (@PMOIndia) June 27, 2022
Bertemu dengan Presiden @jokowi dan membahas berbagai isu bilateral antara India dan Indonesia. Kami memiliki percakapan yang luas tentang peningkatan perdagangan dan ikatan budaya antara negara kami. India sangat menghargai ikatan yang kuat dengan Indonesia. pic.twitter.com/FS1z3DnUja
— Narendra Modi (@narendramodi) June 27, 2022
Met President @jokowi and discussed various bilateral issues between India and Indonesia. We had wide ranging conversations on improving trade and cultural ties between our countries. India greatly cherishes the strong bond with Indonesia. pic.twitter.com/PNJ42lH4cw
— Narendra Modi (@narendramodi) June 27, 2022