Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାମ୍ମୁ କାଶ୍ମୀର ପର୍ଯ୍ୟଟନ କ୍ଷେତ୍ର ପ୍ରଗତିଶୀଳ ବିକାଶରେ ରେକର୍ଡ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀର ପର୍ଯ୍ୟଟନ କ୍ଷେତ୍ର ପ୍ରଗତିଶୀଳ ବିକାଶରେ ରେକର୍ଡ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି

ଜାମ୍ମୁ କାଶ୍ମୀର ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଏକ ଟୁଇଟ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଚମତ୍କାର ଖବର! ଜାମ୍ମୁ କାଶ୍ମୀରବାସୀଙ୍କୁ ସେମାନଙ୍କ ଆଦର ଏବଂ ଆତିଥେୟତା ପାଇଁ ପ୍ରଶଂସା

HS