ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ।
ଏହି ବୈଠକରେ ନେତାମାନେ ନିଜ ନିଜ ଜି-୨୦ ଏବଂ ଜି-୭ ସଭାପତିତ୍ବ ପାଇଁ ପ୍ରାଥମିକତା ଉପରେ ବିଶେଷ କରି ଦକ୍ଷିଣ ବିଶ୍ବର ଚିନ୍ତା ଏବଂ ଆକାଂକ୍ଷାକୁ ସାମ୍ନାକୁ ଆଣିବାରେ ଗଠନମୂଳକ ଆଲୋଚନାକୁ ସ୍ୱୀକାର କରିଥିଲେ ।
ଭିତ୍ତିଭୂମି ବିକାଶ, ବୈଷୟିକ ସହଯୋଗ, ପୁଞ୍ଜିନିବେଶ ଏବଂ ଶକ୍ତି ସମେତ ଭାରତ-ଜାପାନ ଦ୍ୱିପାକ୍ଷିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ।
ଉଭୟ ନେତା ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
HS
Prime Ministers @narendramodi and @kishida230 met on the sidelines of the G20 Summit in New Delhi. The leaders reaffirmed their commitment to further bolster the India-Japan cooperation in key sectors like connectivity and commerce. They also agreed to boost people-to-people… pic.twitter.com/AhJ7ARlEKB
— PMO India (@PMOIndia) September 9, 2023
Held productive talks with PM @kishida230. We took stock of India-Japan bilateral ties and the ground covered during India's G20 Presidency and Japan's G7 Presidency. We are eager to enhance cooperation in connectivity, commerce and other sectors. pic.twitter.com/kSiGi4CBrj
— Narendra Modi (@narendramodi) September 9, 2023
今日、日本総理大臣 @kishida230と効果的な面談を行った。インドと日本の二国間関係とそれぞれのG20・G7議長期間中の実態について話し合った。連結性、貿易、その他の分野における協力のさらなる強化への熱意を表した。 pic.twitter.com/IjyIxTgRxr
— Narendra Modi (@narendramodi) September 9, 2023