ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିଶୁ କନ୍ୟା ଦିବସରେ ବାଳିକାମାନଙ୍କ ଅଦମ୍ୟ ଉତ୍ସାହ ଏବଂ ଉପଲବ୍ଧିକୁ ସାଲ୍ୟୁଟ କରିଛନ୍ତି । ସବୁ କ୍ଷେତ୍ରରେ ପ୍ରତ୍ୟେକ ଶିଶୁ କନ୍ୟାଙ୍କ ସମୃଦ୍ଧ ଦକ୍ଷତାକୁ ଶ୍ରୀ ମୋଦୀ ଚିହ୍ନଟ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଗତ ଦଶକରେ ଆମ ସରକାର ଏକ ଏପରି ରାଷ୍ଟ୍ର ନିର୍ମାଣ ପାଇଁ ପ୍ରୟାସ କରିଛନ୍ତି ଯେଉଁଠି ପ୍ରତ୍ୟେକ ଝିଅଙ୍କୁ ଶିଖିବା, ବଢ଼ିବା ଏବଂ ଉନ୍ନତି କରିବାର ସୁଯୋଗ ରହିଛି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଜାତୀୟ ଶିଶୁ କନ୍ୟା ଦିବସରେ ଆମ ବାଳିକାମାନଙ୍କର ଅଦମ୍ୟ ଉତ୍ସାହ ଏବଂ ଉପଲବ୍ଧିକୁ ଆମେ ସାଲ୍ୟୁଟ କରୁଛୁ । ଆମେ ସବୁ କ୍ଷେତ୍ରରେ ପ୍ରତ୍ୟେକ ଶିଶୁ କନ୍ୟାଙ୍କ ସମୃଦ୍ଧ ସମ୍ଭାବନାକୁ ଚିହ୍ନଟ କରୁ । ସେମାନେ ପରିବର୍ତ୍ତନ ଆଣି ଆମ ଦେଶ ଏବଂ ସମାଜକୁ ଅଧିକ ବିକଶିତ କରିଥାନ୍ତି । ଗତ ଦଶକରେ ଆମ ସରକାର ଏପରି ଏକ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରୟାସ କରୁଛନ୍ତି ଯେଉଁଠି ସବୁ ଝିଅଙ୍କୁ ଶିଖିବା, ବଢ଼ିବା ଏବଂ ଉନ୍ନତି କରିବାର ସୁଯୋଗ ମିଳିବ ।’
On National Girl Child Day, we salute the indomitable spirit and accomplishments of the Girl Child. We also recognise the rich potential of every girl child in all sectors. They are change-makers who make our nation and society better. Over the last decade, our government has…
— Narendra Modi (@narendramodi) January 24, 2024
SR