Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ମତଦାତା ଦିବସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମତଦାତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;      

“ଜାତୀୟ ମତଦାତା ଦିବସର ଶୁଭେଚ୍ଛା । ଚଳିତ ବର୍ଷର ଥିମ ମତଦାନ ଭଳି କିଛି ନାହିଁ, ମୁଁ ନିଶ୍ଚିତ ଭୋଟ ଦେବି ଦ୍ୱାରା ପ୍ରେରିତ ହୋଇ ଆମେ ସମସ୍ତେ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିବା ସହ ଆମ ଗଣତନ୍ତ୍ରକୁ ମଜବୁତ କରିବା । ଏ କ୍ଷେତ୍ରରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଉଦ୍ୟମକୁ ପ୍ରଶଂସା କରୁଛି ।”     

 

SR