Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମତଦାତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଜାତୀୟ ମତଦାତା ଦିବସରେ ଶୁଭକାମନା । ଏହା ଏପରି ଏକ ଅବସର ଯାହା ଆମ ଜୀବନ୍ତ ଗଣତନ୍ତ୍ରର ଉତ୍ସବ ପାଳିଥାଏ ଏବଂ ପୂର୍ବରୁ ପଞ୍ଜୀକରଣ କରାଇ ନ ଥିବା ଲୋକଙ୍କୁ ମତଦାତା ଭାବେ ପଞ୍ଜୀକୃତ ହେବାକୁ ପ୍ରୋତ୍ସାହିତ କରିଥାଏ ।

 

ପୂର୍ବାହ୍ନ ୧୧ଟାରେ ମୁଁ ନବ ମତଦାତା ସମ୍ମେଳନକୁ ସମ୍ବୋଧିତ କରିବି, ଯାହାକି ପୂରା ଭାରତରେ ପ୍ରଥମ ଥର ମତଦାନ କରିବାକୁ ଥିବା ଭୋଟରଙ୍କୁ ଏକାଠି କରିବ ।’

         

 SR