12,652 କୋଟି ଟଙ୍କାର କେନ୍ଦ୍ରୀୟ ଯୋଜନାରେ 60 କୋଟି ଗୃହପାଳିତ ପଶୁଙ୍କର ହେବ ଟିକାକରଣ
ଦେଶର ସମସ୍ତ 687 କୃଷି ବିଜ୍ଞାନ କେନ୍ଦ୍ରରେ ଜାତୀୟ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ଉଦ୍ଘାଟିତ
ଦେଶରେ ପଶୁସମ୍ପଦଙ୍କ ମଧ୍ୟରେ ପାଦ ଓ ମୁଖ ରୋଗ (ଏଫଏମଡି) ଓ ବ୍ରୁସେଲୋସିସ ଦୂରୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଥୁରାଠାରେ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏସିଡିପି)ର ଶୁଭାରମ୍ଭ କରିଛନ୍ତି ।
ଏହି ଦୁଇଟି ରୋଗର ପ୍ରଶମନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ 12,652 କୋଟି ଟଙ୍କାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ 60 କୋଟି ଗୃହପାଳିତ ପଶୁଙ୍କର ଟିକାକରଣ କରାଯିବ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଟିକାକରଣ ଓ ରୋଗ ପରିଚାଳନା, କୃତ୍ରିମ ଗର୍ଭଧାରଣ ଏବଂ ଉତ୍ପାଦକତାକୁ ନେଇ ଦେଶର ସମସ୍ତ 687 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର (କେଭିକେଏସ)ରେ ଜାତୀୟ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ଏବଂ ଦେଶବ୍ୟାପୀ କର୍ମଶାଳାର ଶୁଭାରମ୍ଭ କରିଥିଲେ ।
“ଏକ ବୃହତ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ, “ପରିବେଶ ଓ ପଶୁ ସମ୍ପଦ ସବୁବେଳେ ଭାରତର ଅର୍ଥନୈତିକ ଚିନ୍ତାଧାରା ଏବଂ ଦର୍ଶନର ମୂଳ ଭିତି । ସ୍ୱଚ୍ଛ ଭାରତ ହେଉ କିମ୍ବା ଜଳ ଜୀବନ ମିଶନ ହେଉ ବା କୃଷି ଏବଂ ପଶୁ ପାଳନ ହେଉ ଆମେ ସବୁବେଳେ ପ୍ରକୃତି ଓ ଅର୍ଥବ୍ୟବସ୍ଥା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଉ । ଏହାହିଁ ଆମକୁ ଏକ ଶକ୍ତିଶାଳୀ ଓ ନୂତନ ଭାରତ ନିର୍ମାଣ କରିବାରେ ସମର୍ଥ କରିଥାଏ ।”
ଦେଶରେ ଏକକ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ ଦିଗରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
“ଚଳିତ ବର୍ଷ ଅକ୍ଟୋବର 2 ତାରିଖ ସୁଦ୍ଧା ଆମର ଗୃହ, କାର୍ଯ୍ୟାଳୟ ଓ କାର୍ଯ୍ୟ ପରିସର ଯେପରି ଭାବେ ଏକକ ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତ ହେବ ସେ ନେଇ ଆମେ ପ୍ରୟାସ କରିବା ଉଚିତ ।”
“ଏକକ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ଏହି ଅଭିଯାନରେ ସମସ୍ତ ବ୍ୟକ୍ତିବିଶେଷ ସାମିଲ ହେବା ପାଇଁ ମୁଁ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ନାଗରିକ ସମାଜ, ବେସରକାରୀ ଅନୁଷ୍ଠାନ, ମହିଳା ଓ ଯୁବ ସଙ୍ଗଠନ, ପ୍ରତ୍ୟେକ କଲେଜ, ସ୍କୁଲ, ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ଏବଂ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରୁଛି ।”
“ଆମକୁ ପଲିଥିନ ବ୍ୟାଗର ଶସ୍ତା ଏବଂ ସହଜ ବିକଳ୍ପର ସନ୍ଧାନ କରିବାକୁ ପଡିବ । ଆମ ଷ୍ଟାର୍ଟ-ଅପ ମାଧ୍ୟମରେ ଅନେକ ସମାଧାନ ମିଳିପାରିବ ।”
ପ୍ରଧାନମନ୍ତ୍ରୀ ମଧ୍ୟ ପଶୁସମ୍ପଦ ସ୍ୱାସ୍ଥ୍ୟ, ପୋଷଣ ଓ ଗୋପାଳନ ସମ୍ବନ୍ଧୀୟ ଆହୁରି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
“କୃଷକଙ୍କ ଆୟ ବୃଦ୍ଧି କରିବାରେ ପଶୁପାଳନ ଓ ଅନ୍ୟାନ୍ୟ ଅନୁସଙ୍ଗିକ କାର୍ଯ୍ୟକଳାପର ବଡ ଭୂମିକା ରହିଛି । ପଶୁପାଳନ, ମତ୍ସ୍ୟଚାଷ, ମହୁଚାଷ ଆଦିରେ ନିବେଶ କରିବା ଦ୍ୱାରା ଅଧିକ ଲାଭ ମିଳିଥାଏ ।”
“ଗତ ପାଞ୍ଚ ବର୍ଷ ମଧ୍ୟରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟରେ ଏକ ନୂତନ ଦୃଷ୍ଟିକୋଣ ଗ୍ରହଣ କରିବା ଦ୍ୱାରା ଆମେ ଆଗକୁ ବଢ଼ିଛୁ । ପଶୁସମ୍ପଦ, ଦୁଗ୍ଧଜାତ ଉତ୍ପାଦର ଗୁଣାତ୍ମକ ମାନରେ ଉନ୍ନତି ଏବଂ ଏଥିରେ ବିବିଧତା ଆଣିବା ପାଇଁ ଆମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛୁ ।”
“ପଶୁସମ୍ପଦ ପାଇଁ ନିୟମିତ ଭାବେ ପୃଷ୍ଟିକର ଓ ସବୁଜ ଖାଦ୍ୟ ଯୋଗାଣ ପାଇଁ ଆମକୁ ପ୍ରକୃଷ୍ଟ ସମାଧାନ ଖୋଜିବାକୁ ପଡିବ ।
“ଭାରତରେ ଦୁଗ୍ଧଜାତ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ପାଇଁ ନବୋନ୍ମେଷ ଓ ନୂତନ ପ୍ରଯୁକ୍ତି ବିଦ୍ୟା ହେଉଛି ସମୟର ଆହ୍ୱାନ । ଆମେ “ଷ୍ଟାର୍ଟ-ଅପ ବ୍ରାଣ୍ଡ ଆହ୍ୱାନ” ଆରମ୍ଭ କରିଛୁ ଯେପରିକି ଏହି ନବୋନ୍ମେଷ ଆମ ଗ୍ରାମାଂଚଳରୁ ଆସିପାରିବ ।”
“ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଆଶ୍ୱାସନା ଦେବାକୁ ଚାହେଁ ଯେ, ସେମାନଙ୍କୁ ଆଗକୁ ନେବା ପାଇଁ ଓ ସେମାନଙ୍କ ପାଇଁ ଉପଯୁକ୍ତ ନିବେଶର ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଉପାୟଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରାଯିବ । ଏହାଫଳରେ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟିହେବ ।”
**********
In one of the major efforts towards doubling the Farmers Income, Prime Minister @narendramodi shall be launching the National Animal Disease Control Programme (NADCP) for eradicating the Foot and Mouth Disease (FMD) and Brucellosis in the livestock, today from Mathura in UP.
— PMO India (@PMOIndia) September 11, 2019
With 100 Percent funding from the Central Government, of Rs 12,652 Crores for a period of five years till 2024, the programme aims at vaccinating over 500 Million Livestock including cattle, buffalo, sheep, goats and pigs against the FMD.
— PMO India (@PMOIndia) September 11, 2019
The programme also aims at vaccinating 36 Million Female Bovine Calves annually in its fight against the Brucellosis disease.
— PMO India (@PMOIndia) September 11, 2019
The Programme has two components – to control the diseases by 2025 and eradication by 2030.
Also expected is the simultaneous launch of the nationwide workshops in KrishiVigyanKendras in all the 687 Districts of the country on the topic of vaccination, disease management, artificial insemination and productivity.
— PMO India (@PMOIndia) September 11, 2019
During his visit to Mathura on the 11th September, the Prime Minister shall also be taking up the ‘Swachhta Hi Seva’ Programme.
— PMO India (@PMOIndia) September 11, 2019
ब्रजभूमि ने हमेशा से ही पूरे विश्व को, पूरी मानवता को, जीवन को प्रेरित किया है।
— PMO India (@PMOIndia) September 11, 2019
आज पूरा विश्व पर्यावरण संरक्षण के लिए, रोल मॉडल ढूंढ रहा है।
लेकिन भारत के पास भगवान श्रीकृष्ण जैसा प्रेरणा स्रोत हमेशा से रहा है, जिनकी कल्पना ही पर्यावरण प्रेम के बिना अधूरी है: PM
पर्यावरण और पशुधन हमेशा से भारत के आर्थिक चिंतन का बहुत ही महत्वपूर्ण हिस्सा रहा है।
— PMO India (@PMOIndia) September 11, 2019
यही कारण है कि चाहे स्वच्छ भारत हो, जल जीवन मिशन हो या फिर कृषि और पशुपालन को प्रोत्साहन, प्रकृति और आर्थिक विकास में संतुलन बनाकर ही हम सशक्त औऱ नए भारत के निर्माण की तरफ आगे बढ़ रहे हैं: PM
थोड़ी देर पहले ‘स्वच्छता ही सेवा अभियान’ की शुरुआत की गई है।
— PMO India (@PMOIndia) September 11, 2019
नेशनल एनीमल डिजीज़ कंट्रोल प्रोग्राम को भी लॉन्च किया गया है। पशुओं के स्वास्थ्य, संवर्धन, पोषण और डेयरी उद्योग से जुड़ी कुछ अन्य योजनाएं भी शुरू हुई हैं: PM
इसके अलावा मथुरा के इंफ्रास्ट्रक्चर और पर्यटन से जुड़े कई प्रोजेक्ट्स का शिलान्यास और उद्घाटन भी आज हुआ है: PM
— PMO India (@PMOIndia) September 11, 2019
हमें ये कोशिश करनी है कि इस वर्ष 2 अक्तूबर तक अपने घरों को, अपने दफ्तरों को, अपने कार्यक्षेत्रों को सिंगल यूज प्लास्टिक से मुक्त करें: PM
— PMO India (@PMOIndia) September 11, 2019
मैं देश भर में, गांव-गांव में काम कर रहे हर सेल्फ हेल्प ग्रुप से, सिविल सोसायटी से, सामाजिक संगठनों से, युवक मंडलों से, महिला मंडलों से, क्लबों से, स्कूल और कॉलेज से, सरकारी और निजी संस्थानों से, हर व्यक्ति हर संगठन से इस अभियान से जुड़ने का आग्रह करता हूं: PM
— PMO India (@PMOIndia) September 11, 2019
किसानों की आय बढ़ाने में पशुपालन और दूसरे व्यवसायों का भी बहुत बड़ा रोल है। पशुपालन हो, मछली पालन हो या मधुमक्खी पालन, इन पर किया गया निवेश, ज्यादा कमाई कराता है। इसलिए बीते 5 वर्षों में कृषि से जुड़े दूसरे विकल्पों पर हम एक नई अप्रोच के साथ आगे बढ़े हैं: PM
— PMO India (@PMOIndia) September 11, 2019
पशुधन की गुणवत्ता और स्वास्थ्य से लेकर डेयरी प्रोडक्ट्स की वैरायटी को विस्तार देने के लिए जो भी जरूरी कदम थे वो उठाए गए हैं: PM
— PMO India (@PMOIndia) September 11, 2019
भारत के डेयरी सेक्टर को विस्तार देने के लिए, हमें Innovation की ज़रूरत है, नई तकनीक की जरूरत है। ये इनोवेशन हमारे ग्रामीण समाज से भी आए, इसलिए आज Startup Grand Challenge की शुरुआत भी की गई है: PM
— PMO India (@PMOIndia) September 11, 2019
हमें समाधान खोजने हैं कि हरे चारे की उचित व्यवस्था कैसे सुनिश्चित हो, उन्हें भी पोषक आहार कैसे मिले? प्लास्टिक की थैलियों का सस्ता और सुलभ विकल्प क्या हो सकता है? ऐसे अनेक विषयों का हल देने वाले स्टार्ट अप शुरू किए जा सकते हैं: PM
— PMO India (@PMOIndia) September 11, 2019
मैं अपने युवा साथियों को आश्वस्त करता हूं कि उनके Ideas पर गंभीरता से विचार होगा, उन्हें आगे बढ़ाया जाएगा और ज़रूरी निवेश की व्यवस्था भी की जाएगी। इससे रोज़गार के अनेक नए अवसर भी तैयार होंगे: PM
— PMO India (@PMOIndia) September 11, 2019
मथुरा में पशु आरोग्य मेले के कुछ पल।
— Narendra Modi (@narendramodi) September 11, 2019
‘मुंहपका’ से मुक्ति के लिए 51 करोड़ गाय-भैंस, भेड़-बकरी और सुअरों को साल में दो बार टीके लगाए जाएंगे।
जिन पशुओं का टीकाकरण हो जाएगा, उनको ‘पशु आधार’ यानि ‘यूनिक आईडी’ देकर कानों में टैग लगाया जाएगा। स्वास्थ्य कार्ड भी जारी किया जाएगा। pic.twitter.com/2Sq42vZpRr
As we begin ‘Swachhata Hi Seva’ and pledge to reduce single use plastic, I sat down with those who segregate plastic waste.
— Narendra Modi (@narendramodi) September 11, 2019
I salute them for their hardwork and contribution towards fulfilling Bapu’s dream. pic.twitter.com/3ARJ2CenZH