ସାରା ଭାରତରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଜରିଆରେ ଲୋକମାନଙ୍କ ସେବା କରୁଥିବା କଠିନ ପରିଶ୍ରମୀ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି :
“ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମୁଁ ସାରା ଭାରତରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଜରିଆରେ ଲୋକମାନଙ୍କ ସେବା କରୁଥିବା କଠିନ ପରିଶ୍ରମୀ ବ୍ୟକ୍ତିବିଶେଷଙ୍କୁ ଅଭିବାଦନ ଜଣାଉଛି”
ଗ୍ରାମୀଣ ଭାରତର ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା ଲାଗି ପଞ୍ଚାୟତଗୁଡ଼ିକ ଫଳପ୍ରଦ ସଂସ୍ଥା । ଏଗୁଡ଼ିକ ଭାରତର ରୂପାନ୍ତରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।
ସାମଗ୍ରିକ ଅଭିବୃଦ୍ଧି ଏବଂ ତୃଣମୂଳସ୍ତରର ଭାଗିଦାରୀତା ମାଧ୍ୟମରେ ଆମ ସରକାର “ଗ୍ରାମ ଉଦୟ ଦ୍ୱାରା ଭାରତ ଉଦୟ” ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ଦିଗରେ କାର୍ଯ୍ୟକରୁଛି ।”
******
On #NationalPanchayatiRajDay I salute all the hardworking individuals serving people through Panchayati Raj institutions across India.
— Narendra Modi (@narendramodi) April 24, 2017
Panchayats are effective ways to fulfil aspirations of people in rural India. They are playing a vital role in India's transformation.
— Narendra Modi (@narendramodi) April 24, 2017
Through all-round progress & grassroots level participation, our Govt. is working towards making 'Gram Uday Se Bharat Uday’ a reality.
— Narendra Modi (@narendramodi) April 24, 2017