ଜଳଜୀବନ ମିଶନ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ଆଜି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ଏହା ପରିଲକ୍ଷିତ ହୋଇଛି । ସେ କହିଛନ୍ତି ଯେ ଘରେ ଘରେ ସ୍ୱଚ୍ଛ ଜଳ ଉପଲବ୍ଧ ହୋଇପାରିଲେ ମହିଳାମାନେ ଏବେ କୌଶଳ ବିକାଶ ଓ ଆତ୍ମନିର୍ଭରତା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ ।
ଏକ୍ସ ରେ ଏ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଜଳଜୀବନ ମିଶନ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଛି, ବିଶେଷ କରି ଗ୍ରାମାଞ୍ଚଳରେ ଏହା ପରିଲକ୍ଷିତ ହେବା ଏକ ଉତ୍ତମ ପରିଦୃଶ୍ୟ । ନିଜ ଘଷର ସ୍ୱଚ୍ଛ ଉପଲବ୍ଧତା ଯୋଗୁ ମହିଳାମାନେ ଏବେ କୌଶଳ ବିକାଶ ଓ ଆତ୍ମନିର୍ଭରତା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ ।”
SR
A good perspective on how Jal Jeevan Mission is furthering women empowerment, especially in our rural areas.
— Narendra Modi (@narendramodi) December 12, 2024
With clean water at their doorstep, women can now focus on skill development and self-reliance.https://t.co/f3SD9VDhqg