Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜମ୍ମୁ ଓ କଶ୍ମୀରର ଜଣେ ଉଦ୍ୟୋଗୀ ଏବଂ ସରକାରୀ ହିତାଧିକାରୀ ଶ୍ରୀ ନାଜିମଙ୍କ ସହ ସେଲଫି ଉଠାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କଶ୍ମୀରର ପୁଲଓ୍ଵାମାର ଜଣେ ଉଦ୍ୟୋଗୀ ଏବଂ ସରକାରୀ ହିତାଧିକାରୀ ଶ୍ରୀ ନାଜିମଙ୍କ ସହ ଏକ ସେଲ୍ଫି ଉଠାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ମୋର ବନ୍ଧୁ ନାଜିମଙ୍କ ସହ ଏକ ସ୍ମରଣୀୟ ସେଲ୍ଫି ସେ କରୁଥିବା ଭଲ କାମ ଦେଖି ମୁଁ ପ୍ରଭାବିତ ହୋଇଥିଲି। ସାଧାରଣ ସଭାରେ ସେ ସେଲଫି ନେବାକୁ ଅନୁରୋଧ କରିଥିଲେ ଏବଂ ତାଙ୍କୁ ଭେଟି ଖୁସି ହୋଇଥିଲି। ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା

 

BS