ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ମନ୍ନଥୁ ପଦ୍ମନାଭନଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି । ଶ୍ରୀ ମୋଦୀ ତାଙ୍କୁ ସଚ୍ଚା ଦୂରଦର୍ଶୀ ବ୍ୟକ୍ତି ଭାବେ ପ୍ରଶଂସା କରିବା ସହ ସେ ସମାଜର ଉତଥାନ, ମହିଳା ସଶକ୍ତୀକରଣ ଏବଂ ମାନବୀୟ କଷ୍ଟ ଦୂର କରିବାକୁ ସଦୟ ପ୍ରଚେଷ୍ଟା କରୁଥିଲେ ବୋଲି କହିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
“ଶ୍ରୀ ମନ୍ନଥୁ ପଦ୍ମନାଭନଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଉଛି । ସେ ବାସ୍ତବରେ ଜଣେ ଦୂରଦର୍ଶୀ ବ୍ୟକ୍ତି ଥିଲେ, ଯିଏ କି ସର୍ବଦା ସମାଜର ଉତଥାନ, ମହିଳା ସଶକ୍ତୀକରଣ ଏବଂ ମାନବୀୟ କଷ୍ଟ ଦୂର କରିବାକୁ ପ୍ରଚେଷ୍ଟା କରୁଥିଲେ । ଶିକ୍ଷା ଓ ପ୍ରଶିକ୍ଷଣକୁ ସେ ଗୁରୁତ୍ୱ ଦେଉଥିଲେ । ଆମ ରାଷ୍ଟ୍ର ପାଇଁ ଥିବା ଦାଙ୍କର ଦୂରଦୃଷ୍ଟିକୁ ପୂରଣ କରିବାକୁ ଆମେ ପ୍ରତିବଦ୍ଧ ।”
SR
Remembering Sri Mannathu Padmanabhan on his birth anniversary. He was a true visionary, who made relentless efforts to uplift society, empower women and remove human suffering. His emphasis on education and learning was also noteworthy. We remain committed to fulfilling his…
— Narendra Modi (@narendramodi) January 2, 2025
ശ്രീ മന്നത്തു പത്മനാഭനെ അദ്ദേഹത്തിന്റെ ജന്മവാർഷികത്തിൽ അനുസ്മരിക്കുന്നു. സമൂഹത്തിന്റെ ഉന്നമനത്തിനും സ്ത്രീശാക്തീകരണത്തിനും മനുഷ്യരുടെ ദുരിതങ്ങൾ ഇല്ലാതാക്കുന്നതിനും അശ്രാന്തപരിശ്രമം നടത്തിയ യഥാർഥ ദാർശനികനായിരുന്നു അദ്ദേഹം. വിദ്യാഭ്യാസത്തിനും പഠനത്തിനും അദ്ദേഹം നൽകിയ ഊന്നലും…
— Narendra Modi (@narendramodi) January 2, 2025