ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନସମ୍ପର୍କ ଅଧିକାରୀ ଶ୍ରୀ ଜଗଦୀଶ ଠକ୍କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନସମ୍ପର୍କ ଅଧିକାରୀ ଶ୍ରୀ ଜଗଦୀଶ ଠକ୍କରଙ୍କ ବିୟୋଗରେ ମୁଁ ମର୍ମାହତ । ଜଗଦୀଶ ଭାଇ ଜଣେ ବରିଷ୍ଠ ପତ୍ରକାର ଏବଂ ଗୁଜରାଟ ଓ ଦିଲ୍ଲୀରେ ତାଙ୍କ ସହିତ ବହୁ ବର୍ଷ କାର୍ଯ୍ୟ କରିବାର ଆନନ୍ଦ ମୋର ଥିଲା । ସରଳତା ଏବଂ ଖୋଲା ହୃଦୟ ଭରା ଜୀବନଶୈଳୀ ଲାଗି ସେ ଭଲଭାବେ ପରିଚିତ ଥିଲେ ।
ବର୍ଷ ବର୍ଷ ଧରି ପତ୍ରକାରମାନେ ଜଗଦୀଶ ଭାଇଙ୍କ ସହିତ ପ୍ରତ୍ୟହ ମତ ବିନିମୟ କରିଆସୁଥିଲେ । ପୂର୍ବରୁ ଗୁଜରାଟର ଅନେକ ମୁଖ୍ୟମନ୍ତ୍ରୀଙ୍କ ସହ ସେ କାର୍ଯ୍ୟ କରିଥିଲେ । ଆମେ ଏକ ବିସ୍ମୟ ପୁରୁଷଙ୍କୁ ହରାଇଲୁ, ଯିଏକି ନିଜ କାର୍ଯ୍ୟକୁ ଭଲ ପାଉଥିଲେ ଏବଂ ଅତି ନିଷ୍ଠାର ସହ ସମ୍ପାଦନ କରୁଥିଲେ । ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କୁ ଗଭୀର ସମବେଦନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
PM @narendramodi met the family of late Shri Jagdish Thakkar and expressed condolences on Jagdishbhai’s unfortunate demise.
— PMO India (@PMOIndia) December 10, 2018
Shri Thakkar served as the PRO to PM and had previously worked with various Chief Ministers of Gujarat. He distinguished himself as a veteran journalist. pic.twitter.com/ZTrVCNtD9E
The Prime Minister went to AIIMS, where he spent time with the family of late Shri Jagdish Thakkar.
— PMO India (@PMOIndia) December 10, 2018
Jagdishbhai is fondly remembered by all those people who interacted closely with him.
Here is a picture of Shri @narendramodi with Shri Thakkar. pic.twitter.com/hi9tmVu1Vs
Extremely saddened by the demise of Shri Jagdish Thakkar, the PRO in the PMO. Jagdishbhai was a veteran journalist and I had the pleasure of working with him for years, both in Gujarat and in Delhi. He was known for his simplicity and warm-hearted nature.
— Narendra Modi (@narendramodi) December 10, 2018
Several journalists would have regularly interacted with Jagdishbhai over the years. He had previously served with many Chief Ministers of Gujarat. We have lost a wonderful person, who loved his work and did it with utmost diligence. Condolences to his family and well wishers.
— Narendra Modi (@narendramodi) December 10, 2018